ପାରାଦୀପ, 01/11/2024, ଉତ୍କଳ voice news - utkalvoicenews.comପାରାଦୀପ ର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି ମା ଶ୍ୟାମା କାଳୀ ପୂଜା ଏହି ଅବସରରେ ପ୍ରତମେ କଳସ ଯାତ୍ରା ଓ ପରେ ପରେ ରୀତି ନୀତି ଅନୁଯାୟୀ ମା ଙ୍କ ପୂଜାର୍ଚ୍ଚନା କରିବା ଶହ ପୂଜା କରୁଥିବା ଅନୁଷ୍ଠାନ ତରଫରୁ ଜନସାଧାରଣ ଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରିଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ କ୍ରମ ରଖାଯାଇଛି ଓ ପାରାଦୀପ ଅନ୍ତେ ବାସି ଙ୍କୁ ଏହାର ସୁଜଗ ନେବାକୁ ଆବେଦନ କରିଛନ୍ତି କାଳୀ ପୂଜା ଅନୁଷ୍ଠାନ ତରଫରୁ ବିଶେଷ କରି ଭକ୍ତି ସଙ୍ଗୀତ, ନାଟକ ଓ ନାମି ଦାମୀ କଳାକାର ମାନଙ୍କ ଦ୍ବାରା ପ୍ରସ୍ତୁର୍ତ୍ତ ରଙ୍ଗା ରଙ୍ଗ କାର୍ଯ୍ୟ କ୍ରମ କୁ ଦୁଇ ରୁ ଚାରି ଦିନ ପର୍ଯ୍ୟନ୍ତ ଏହି ପୂଜା ଜାରି ରହିବ ଓ ସମସ୍ତ ଜନ ସାଧାରଣ ଶାନ୍ତି ପୂର୍ଣ୍ଣ ଭାବେ ଆସି ଏହି ପୂଜା କୁ ପାଳନ କରିବା ସହ କାର୍ଯ୍ୟ କ୍ରମ ର ମଜା ନେବାପାଇଁ କହିଚନ୍ତି ଅନୁଷ୍ଠାନ ର ସଦସ୍ୟ ମାନେ