ପାରାଦୀପ ଗଡ, 13/06/2025, ଉତ୍କଳ voice news - utkalvoicenews.com
ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ୱାର୍ଡ ନମ୍ୱର୍ ୧୧, ମୁସଲମାନ ସାହି ଛକ ନିକଟରେ ଥିବା ମଙ୍ଗଳମୟ ଯୁବକ ସଂଘ ଟି ଦୀର୍ଘ ବର୍ଷ ହେବ ଭଗ୍ନ ଅବସ୍ଥାରେ ପଡ଼ି ରହିଥିଲା l ଯୁବକ ସଂଘର ସଭ୍ୟ/ସଭ୍ୟା ମାନେ ଏହାର ପୁନରୁଦ୍ଧାର ଓ ନିର୍ମାଣ ପାଇଁ ସରପଞ୍ଚ ଙ୍କ ନିକଟରେ ଦାବି କରିଆସୁଥିଲେ l ଶେଷରେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଏହାର ନିର୍ମାଣ ଓ ମରାମତି ପାଇଁ ପଞ୍ଚାୟତ ରୁ ଅନୁଦାନ ପ୍ରଦାନ କରିଥିଲେ l ଦିର୍ଘ ଦିନର ଦାବି ପୁରାଣ ହୋଇଥିବାରୁ ସଂଘର ସଭ୍ୟା/ସଭ୍ୟା ମାନେ ସରପଞ୍ଚ ଙ୍କୁ କୃତଜ୍ଞତା ଜାଣଇଛନ୍ତି l ଉକ୍ତ ଉଦଘାଟନ ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା l ରମେଶ ଚନ୍ଦ୍ର ବେହେରା, ଅଲେଖ ମହାରଥା, ଶେଖ୍ ଲିଆକାତ୍, ଶେଖ୍ ସଲିମ୍, ଶେଖ୍ ଜଳାଲ, ଶେଖ୍ ୟାୟୁବ୍ ଖାଁ, ବେଣୁଧର ରାଉତ, ଶାନ୍ତନୁ ପତ୍ର ପ୍ରମୁଖ ଯୋଗ ଦେଇଥିଲେ l