ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିଆଳି ବେଳାଭୂମିରେ ଅଘଟଣ, ସମୁଦ୍ରରେ ବୁଡି ଯୁବକ ମୃତ୍ୟୁ ।

ଏରସମା, 15/06/2025, ଉତ୍କଳ voice news - utkalvoicenews.com(ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) :
Article Image
ଶିଆଳି ବେଳାଭୂମିକୁ ବୁଲିବାକୁ ଯାଇ ସମୁଦ୍ରରେ ପ୍ରାଣ ହରାଇଛନ୍ତି ଜଣେ ଯୁବକ। ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତିତିରା ପଞ୍ଚାୟତ ବେଗୁନିଆ ଗ୍ରାମର ଜଣେ ଯୁବକ ଦୀପ୍ତି ରଞ୍ଜନ ପରିଜା (ବବୁଲ)ଆଜି ଦିନ 11 ଟା ସମୟରେ ଶିଆଳି ବେଳାଭୂମିକୁ ନିଜ ଭାଇ ମାନଙ୍କ ସହିତ ବୁଲିବାକୁ ଯାଇଥିଲେ । ସମୁଦ୍ରରେ ଗାଧୋଉଥିବା ବେଳେ ବୁଡିଯାଇ ଯୁବକଟି ଭାସି ଭାସି ରାମତରା ସ୍ଥିତ ଲାଗିଥିଲେ। ସ୍ଥାନୀୟ ଲୋକମାନେ ୧୧୨ କୁ ଫୋନ୍ କରିଥିଲେ । ସଙ୍ଗେ ସଙ୍ଗେ ଉକ୍ତ ସ୍ଥାନରେ ଏରସମା fire Officer OIC maheswar sahoo ପହଞ୍ଚି ରାମତରା ନିକଟରୁ ଯୁବକକୁ ଉଦ୍ଧାର କରି ଏରସମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । Duity ରେ ଥିବା ଡ଼କ୍ଟର ଦେଵବ୍ରତ ଭଞ୍ଜ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।
Article Image
Article Image
1