ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବନବିଭାଗ ପକ୍ଷରୁ ମା ଙ୍କ ନାମରେ ଗଛ ଟିଏ କାର୍ଯ୍ୟକ୍ରମ

ଏରସମା, 17/06/2025, ଉତ୍କଳ voice news - utkalvoicenews.com
Article Image
ଓଡିଶା ସରକାର ଙ୍କ ଜଙ୍ଗଲ ପରିବେଶ ବିଭାଗ ପକ୍ଷରୁ ସାରା ରାଜ୍ୟରେ ମାଗଣା ଗଛ ବଣ୍ଟନ କରାଯାଉଛି l କୁଜଙ୍ଗ ରେଞ୍ଜ ଅଧୀନ ହାୱାଖାନା ବନପାଳ ଙ୍କ ପକ୍ଷରୁ ମଧ୍ୟ୍ୟ ମା ପାଇଁ ଗଛ ଟିଏ ଯୋଜନା ରେ ଗଛ ବଣ୍ଟନ କରାଯାଇଛି l ବନପାଳ ମଙ୍ଗଳ ହେମ୍ରମ ଙ୍କ ଟ୍ୱତାବଧାନ ରେ ଫରେଷ୍ଟ ଗାର୍ଡ ଶ୍ରୀରାମ ମୁର୍ମୁ, ସୁବାଷ ମାଝୀ,ସୈଜେନ୍ଦ୍ର ଦାସ ପ୍ରମୁଖଏରସମା ବ୍ଲକ ର ଆମ୍ବିକି, ପଦ୍ମପୁର, ଗଡ଼ ହରିଶପୁର, ଗଡା଼ବିଶୁନ ପୁର ଆଦି ପଂଚାୟତ ରେ ଲିମ୍ବ, ଝାଉଁ, ଜାମୁ, ଆକାଶିଆ ବେଲଜିଅମ ଆଦି ଗଛ ବଣ୍ଟନ ହୋଇଥିଲା l ଅଧୁନା ପରିବେଶ ସନ୍ତୁଳନ ପାଇଁ ବ୍ୟାପକ ଗଛ ଲଗାଇବା ଜରୁରୀ ହୋଇ ପଡିଛି l ଗଛ ନ ଲଗାଇଲେ ଜନ ଜୀବନ ରକ୍ଷା କରିବା କଷ୍ଟ ହୋଇ ପଡିବ l ଏଣୁ ସରକାର ଙ୍କ ପକ୍ଷରୁ ମାଗଣା ଗଛ ବଣ୍ଟନ କରାଯାଉଛି l ପ୍ରତି ପଂଚାୟତ ରେ ଲୋକମାନେ ନିଜ ବାଡ଼ି ରେ ଦୁଇଟି ଗଛ ଲଗାଇପରିବେଶ କୁ ବଞ୍ଚା ଇବା ଉଚିତ ଆଗାମୀ ଦିନରେ ପ୍ରତି ପଂଚାୟତ ରେ ମାଗଣା ଗଛ ବଣ୍ଟନ କରାଯିବ ବୋଲି ବନପାଳ ସୂଚନା ଦେଇଛନ୍ତି
Article Image
1