ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୋଖରୀ ଗାଁ ଦାଣ୍ଡ ରାସ୍ତା ର ବିକଳ ଚିତ୍ର ପ୍ରତିକାର ପାଇଁ ଯୁବ ସମାଜ ସେବୀ ଆଦେଶ ବସ୍ତିଆଙ୍କ ଦାବୀ |

ଜଗତସିଂହପୁ /ନିଆଳି, 17/06/2025, ଉତ୍କଳ voice news - utkalvoicenews.com(ସରୋଜ ନାୟକ ଙ୍କ ରିପୋର୍ଟ ) : ନିଆଳି ବ୍ଲକ ପୋଖରୀଗାଁ ଗ୍ରାମପଞ୍ଚାୟତ ର ପୋଖରୀଗାଁ ଗାଁ ଦାଣ୍ଡ ରାସ୍ତାଟି ମରାମତି ଅଭାବରୁ
Article Image
ଯାତାୟାତ ପାଇଁ ଅନୁପଯୁକ୍ତ ହୋଇ ପଡିଛି!|ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି |ସରପଞ୍ଚ ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଫଳ ଶୂନ |ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଯୁବ ସଂଗଠକ ଆଦେଶ ବସ୍ତିଆ ଦାବୀ କରିଛନ୍ତି |
Article Image
1