ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତ୍ରିଲୋଚନପୁର ରେ ତୃତୀୟ ବାର୍ଷିକ ରଜ ମହୋତ୍ସବ ୨୦୨୫ ଉଦଯାପିତ

ଏରସମା, 18/06/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଳକ ଢ଼ିଙ୍କିଆ ପଞ୍ଚାୟତ ଅନ୍ତର୍ଗତ ତ୍ରିଲୋଚନପୁର ମା ,କେନ୍ଦୁଳାଇଙ୍କ ପିଠ (ଭିତରଜନା ପଡା) ଠାରେ ମା କେନ୍ଦୁଳାଇ ଯୁବକସଂଘର ପକ୍ଷରୁ ତୃତୀୟ ବର୍ଷିକ ରଜ ମହୋତ୍ସବ ୨୦୨୫ ପାଞ୍ଚ ଦିନ ବ୍ୟାପି ପାଳନ କରାଯାଇଛି। ମା,କେନ୍ଦୁଳାଇ ଯୁବକ ସଂଘ ଦ୍ୱାରା ଆୟୋଜିତ ତୃତୀୟ ବାର୍ଷିକ ରଜ ମହୋତ୍ସବର ଉଦଯାପିତ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତନ୍ମୟ କୁମାର ସ୍ୱାଇଁ ଯୋଗଦେଇ ଗଣପର୍ବ ରଜ ଓଡ଼ିଆ ରାଜ୍ୟର କଳା ସଂସ୍କୃତି ଜଗନ୍ନାଥ ର ବାରମାସରେ ତେର ପର୍ବ ଭିତରୁ ରଜ ପର୍ବ ଅନ୍ୟତମ ସମସ୍ତ ଙ୍କ ଘରେ ପିଠା ପଣା ସାଙ୍ଗକୁ ଝିଅ ବେହୂ ମାନେ ସଜବାଜ ହେଇ ବିଭିନ୍ନ ଦୋଳି ଖୋଳିଥାନ୍ତି ତେଣୁ ଭାଇଚାର ର ଏ ପର୍ବ ଆପଣମାନେ ଆୟୋଜନ କରି ଥିବାରୁ ପ୍ରଥମେ ତ୍ରିଲୋଚନପୁର ଯୁବକ ସଂଘ ପିଲାମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ପାଞ୍ଚଦିନ ବ୍ୟାପି ରଜ ମହୋତ୍ସବ ଉତ୍ସବକୁ ଗ୍ରାମର ମୁରବି ମିହିର ରାଉତ, ସୁରେନ୍ଦ୍ରନାଥ ରାଉତ, ଧନଞ୍ଜୟ ବେହେରା, ମୁରଲୀଧର ପଲ୍ଲାଇ, ଗୋବିନ୍ଦଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ରଜପର୍ବର ଗଣ ଗାନ କରିଥିଲେ। କଳାକାର ମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶ କରାଯାଇଥିଲା । ପ୍ରତିଯୋଗିତାରେ ଚମ୍ପିୟାନ ହୋଇଥିବା କଳାକାର ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ସ୍ୱ।ଇଁ ପୁରସ୍କାର ପ୍ରଦାନ କରିଥିଲେ।ଛୋଟ ଛୋଟ ପିଲା ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଦୋଳି ସାଙ୍ଗକୁ ଖେଳ ଉପକରଣ ଓ ଦେକାନ ବଜାର ଦିଆଯାଇଛି ଯାହାକୁ ଦେଖିବାକୁ ଅଞ୍ଚଳର ଲୋକମାନେ ବେଶ୍ ଭିଡ ଦେଖିବାକୁ ମିଳିଥିଲା।
Article Image
1