ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ।

ଏରସମା, 19/06/2025, ଉତ୍କଳ voice news - utkalvoicenews.com
Article Image
ଏରସମା ଚଟୁଆ ପଞ୍ଚାୟତ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ସ୍ୱର୍ଗତ ଶାନ୍ତିଲତା ସ୍ୱ।ଇଁଙ୍କ ଏକାଦଶାହ ଅବସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଛି।ଆୟୋଜିତ ସ୍ମୃତି ଚାରଣ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ଵର୍ଗତ ସ୍ୱ।ଇଁ ଜଣେ ସମାଜ ସେବୀ,ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ,ତାଙ୍କ କର୍ମମୟ ଜୀବନ ଭିତରେ ରହି ଗାଁର ଉନ୍ନତି ଏବଂ ଗାଁର ଉଭୟ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କର ଭୂମିକା ସବୁଦିନ ପାଇଁ ମନେରହିଵ ବୋଲି କହିଥିଲେ।ଆୟୋଜିତ କାର୍ଯ୍ୟକ୍ରମରେ ଏରସମା ବ୍ଲକ ଯୁବ ବିଜୁଜନତା ଦଳର ଉପ ସଭାପତି ଲୋକନାଥ ରାଉତ, ଆଇନଜୀବୀ ପଦ୍ମଲୋଚନ ଦାଶ,ବସନ୍ତ ନାୟକ, ପ୍ରସନ୍ନ କୁମାର ସ୍ୱ।ଇଁ, ମନୋରମା ସ୍ୱ।ଇଁ, ଜ୍ୟେଷ୍ଠପୁତ୍ର ଶିବାଶିଷ ସ୍ୱ।ଇଁ ବୋହୁ ବୈଜୟନ୍ତୀମାଳା ସ୍ୱ।ଇଁ, କନିଷ୍ଠ ପୁତ୍ର, ଦେବାଶିଷ ସ୍ୱ।ଇଁ।ବୋହୁ ସ୍ନେହାଞ୍ଜଳୀ ମହାନ୍ତି , ଝିଅ ସୁଭଶ୍ରୀ ଜେନା ,ସୁଇଟି ଜୁଲି ସ୍ୱ।ଇଁ।ଜ୍ୱ।ଇଁ ସଞ୍ଜୀବ କୁମାର ଜେନା, ବିଶ୍ଵଜିତ ସାହୁ ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ।
Article Image
1