ଜଗତସିଂହପୁର, 11/01/2025, ଉତ୍କଳ voice news - utkalvoicenews.comନିଆଳି 11/1ଜଗତସିଂହପୁର ସଦର ମହକୁମା ନିକଟ ସିଠାଳ ଦୀପାଞ୍ଚଳ ର ଶାସନପଡା ହାଇସ୍କୁଲ ର ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର 11ତାରିଖରେ ଉଦଯାପିତ ହୋଇଛି|
ପ୍ରଧାନ ଶିକ୍ଷକ ଜ୍ୟୋତି ରଞ୍ଜନ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ନିଆଳି କଲେଜ ର ଅଧକ୍ଷ ଡ଼କ୍ଟର ବିନୋଦ ବିହାରୀ ଦାସ ମୁଖ୍ୟ ବକ୍ତା ରୂପେ ଏରଞ୍ଚ କଲେଜ ର ପୂର୍ବତନ ଅଧକ୍ଷ ପ୍ରଫେସର ଡ଼କ୍ଟର ରାମଚନ୍ଦ୍ର ପଣ୍ଡା. ସନ ମାନିତା ଅତିଥି ଭାବରେ ଶିକ୍ଷାବିତ ଅକ୍ଷୟ କୁମାର ନାୟକ ଡ଼କ୍ଟର ତନୁଶ୍ରୀ ବଳ ଯୋଗଦେଇ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଓ ଛାତ୍ରୀ ମାନଂକୁ ପୁରସ୍କାର ପ୍ରଦାନ
କରି ଥିଲେ |
ଖେଳ ଶିକ୍ଷକ ସ୍ୱାଧୀନ ବସ୍ତିଆ ସମସ୍ତ ଖେଳ ପରିଚାଳନା କରିଥିଲେ |ଶିକ୍ଷୟତ୍ରୀ ରିତାଞ୍ଜଳୀ ପାଢୀ ରଶ୍ମି ପ୍ରଭା ମହାପାତ୍ର ସ୍ୱୟଂ ମୁଦ୍ରା ସୋରେନ ଶିକ୍ଷକ ଗୋପାଳ ସେଠୀ ପ୍ରଫୁଲ ମହାନ୍ତି ପ୍ରଭୁତି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ
କରିଥିଲେ |ପାୟଲ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ |