ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ମହାନତା ଦେଖାଇଲେ ଉମେଶ*

ରାହାମା, 21/06/2025, ଉତ୍କଳ voice news - utkalvoicenews.com
Article Image
ଏକ ସଭା କାର୍ଯ୍ୟକ୍ରମ ରେ ସାମ୍ବାଦିକ ଙ୍କ ହଜିଯାଇଥିବା ଜରୁରୀ ଉପକରଣ ଫେରାଇ ମହାନତା ର ପରିଚୟ ଦେଇଛନ୍ତି କଳଦ୍ବୀପ ଗ୍ରାମର ଅରୁଣ କୁମାର ପାଳ ଙ୍କ ସୁପୁତ୍ର ଉମେଶ ପାଳ l ସୂଚନା ଅନୁଯାଇ ଗତ କିଛି ଦିନ ତଳେ କୁଜଙ୍ଗ ବ୍ଲକ ର ରାହାମା ଠାରେ ବିଶ୍ଵବିଜୟୀ ନିଉଜ ଚ୍ୟାନେଲ ର ରିପୋର୍ଟର ମନୋଜ କୁମାର ଜେନା ଖବର ସଂଗ୍ରହ କରୁଥିବା ସମୟରେ ତାଙ୍କର ସୁଟିଙ୍ଗ ଲାଇଟ ଟି ଛାଡିଦେଇଥିଲେ l କାର୍ଯ୍ୟକ୍ରମ ସରିବା ପରେ ମନୋଜ ଏହାକୁ ବହୁତ ଖୋଜା ଖୋଜି କଲା ପରେ ମଧ୍ୟ ମିଳିନଥିଲା l ପରେ ଏହି ଲାଇଟ ଟି ଉମେଶ ପାଳ ଙ୍କ ହସ୍ତଗତ ହୋଇଥିଲା l କିନ୍ତୁ ଉମେଶ କାଳବିଳମ୍ବ ନ କରି ସାମ୍ବାଦିକ ଙ୍କ ଏ ଜରୁରୀ ଉପକରଣ କୁ ତାଙ୍କ ପାଖରେ ପହଞ୍ଚାଇଦେଇଥିଲେ l ତେବେ ଉମେଶ ଙ୍କର ଏ ପ୍ରକାର ମହାନତା କୁ ରାହାମା ପ୍ରେସ କ୍ଲବ ତରଫରୁ ହାର୍ଦିକ ଶୁଭେଚ୍ଛା ଜଣାଯାଇଛି
1