ଭୁବନେଶ୍ୱର, 21/06/2025, ଉତ୍କଳ voice news - utkalvoicenews.com
ଭୁବନେଶ୍ୱର "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ" ଶୀର୍ଷକ ବାର୍ତ୍ତା ସହ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭୁବନେଶ୍ୱର ଅସ୍ମିତ କଲେଜ ଯୋଗ ସମାରୋହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଅନୁଷ୍ଠାନ ର ନିର୍ଦେଶକ ଡ଼ ମନ୍ମଥ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମବେତ ଯୋଗାଭ୍ୟାସ କରିଛନ୍ତି। 'ଯୋଗ' ହେଉଛି ବିଶ୍ୱ ମାନବ ସମାଜକୁ ଭାରତର ଏକ ମହତ୍ୱ ପୂର୍ଣ୍ଣ ଉପହାର ବୋଲି ଏହି ଅବସରରେ ସାର କହିଛନ୍ତି।
'କରୋ ଯୋଗ ରୁହ ନିରୋଗ ' ବାର୍ତ୍ତା ଦେଇଥିଲେ।
ଉକ୍ତ କାର୍ୟକ୍ରମରେ ଉପସ୍ଥିତ ଥିଲେ ଉପ-ନିର୍ଦେଶକ ଅକ୍ଷୟ ଜେନା, , ପ୍ରଶାସକ ଅଧିକାରୀ ସଞ୍ଜୟ ମିଶ୍ର,ଏଚଓଡ଼ି ରଶ୍ମିତା ପାଣିଗ୍ରାହୀ, ଛାତ୍ର ମଙ୍ଗଳ ଅଧିକାରୀ ଶୁଭେନ୍ଦୁ ଦାଶ, ଆକାଉଣ୍ଟାଣ୍ଟ ଘନଶ୍ୟାମ ମିଶ୍ର, ଅଧ୍ୟାପକ ମାନଙ୍କ ମଧ୍ୟରେ ରବି ନାରାୟଣ ପଟନାୟକ, ବବଲୁ ମଲିକ, ଗୋଲକ ବିହାରୀ ରଥ, ଇଲାବନ୍ତ ରଥ, ସ୍ବର୍ଣ୍ଣବ ଦାସ , ଲିବ୍ରେରିଆନ ସୂର୍ଯ୍ୟମଣି ଦାସ , ଏବଂ ବିପିନ ମଲ୍ଲିକ, ବିପିନ ବିହାରୀ ସେନାପତି , ପ୍ୟାରୀ ମହାପାତ୍ର ସମସ୍ତ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ.।