ପାରାଦୀପ ଗଡ, 24/06/2025, ଉତ୍କଳ voice news - utkalvoicenews.comଦିର୍ଘ୍ ଦିନ ହେବ ପକ୍ଷାଘାତ ଓ ମେରୁଦଣ୍ଡ ଜନିତ ରୋଗ ରେ ପୀଡ଼ିତ ଥିବା ଚୁନବେଲାରୀ ଗ୍ରାମର ଭଜହରୀ ମଲ୍ଲିକ ଏକ ଆଶା ବାଡି ପାଇଁ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କୁ ଅନୁରୋଧ କରିବାରୁ, ସରପଞ୍ଚ ଶ୍ରୀମତୀ ବେହେରା ତାଙ୍କୁ ତୁରନ୍ତ ଏକ ଆଶାବାଡି ପ୍ରଦାନ କରିଥଲେ l ଫଳରେ ଜପହରି ମଲ୍ଲିକ ସରପଞ୍ଚ ଙ୍କୁ କୃତଜ୍ଞତା ଜଣାଇବା ସହିତ ପ୍ରଶଂସା କରିଥିଲେ l