ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସିଭିଲ ପ୍ରୋଟେକସନ ଲିଗାଲ ସର୍ଭିସେସ ର ୟୁଥ୍ ଜେନେରାଲ ସେକ୍ରେଟାରୀ ଭାବେ ମହିଳା ବିଭାଗରେ ଦାୟିତ୍ଵ ନେଲେ ସୁଭଦ୍ରା ଶୁକ୍ଲା

ଗଞ୍ଜାମ, 25/06/2025, ଉତ୍କଳ voice news - utkalvoicenews.comବହ୍ମପୁର ୨୫.୦୬ .୨୦୨୫
Article Image
ଆଜି ସିଭିଲ ପ୍ରୋଟେକସନ ଲିଗାଲ ସର୍ଭିସେସ ର ୟୁଥ୍ ଜେନେରାଲ ସେକ୍ରେଟାରୀ ଭାବେ ମହିଳା ବିଭାଗରେ ଦାୟିତ୍ଵ ନେଲେ ଆମ ଗଞ୍ଜାମ ଜିଲ୍ଲାର ଶିକ୍ଷିତ ଯୁବତୀ ସୁଭଦ୍ରା ଶୁକ୍ଲା,ସେ ଜଣେ ଉଚ୍ଚ ଶିକ୍ଷିତା ମହିଳା , ଶିକ୍ଷାଗତ ଯୋଗ୍ୟତା ରେ ସେ ଜଣେ ମେଧାବୀ ଛାତ୍ରୀ , ପିଲା ବେଳୁ ଜଣେ ସରଳ ବିଶ୍ୱାସୀ ଏବଂ ସୋସିଆଲ ମିଡିଆରେ କାମ କରିବା ପାଇଁ ଅଗ୍ରୋହୀ ହୋଇଥିବା ଯୋଗୁଁ ତାଙ୍କୁ ରାଜ୍ୟ ଅଧକ୍ଷ ଶ୍ରୀ ସନ୍ତୋଷ କୁମାର ହୋତା ତାଙ୍କୁ ମନୋନୀତ କରି ଏହି ଅନୁଷ୍ଠାନ ରେ ଜଡ଼ିତ କରିବା ରେ ସାହାଯ୍ୟ କରିଛନ୍ତି,ଜାତୀୟ ଅଧକ୍ଷ ଶ୍ରୀ ଛୋଟୁ ରଜବିର୍ ଙ୍କ ପରୀମିଶାନ ଅନୁଯାୟୀ ସିଭିଲ ପ୍ରୋଟିକ୍ସନ ଲିଗାଲ ସର୍ଭିସେସ ରେ ମନୋନୀତ କରିଛନ୍ତି। ଆଗମୀ ଦିନରେ ସେ ଗରିବ ପୀଡ଼ିତ ଲୋକଙ୍କୁ ସରକାରଙ୍କ ଯୋଉ ଯୋଉ କାନୁନ ବ୍ୟବସ୍ଥା ଅଛି ସେଥିରୁ ଯୋଉ ମାନେ ବଞ୍ଚିତ ହେଉଛନ୍ତି ତାହା ଉପରେ ସଦା ସର୍ବଦା ନଜର ରଖି କାମ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି ଆମ ରାଜ୍ୟ ଅଧକ୍ଷ ଶ୍ରୀ ହୋତା ଙ୍କୁ ।ସମାଜ ର କଲ୍ୟାଣ କାମ ରେ ସଂପୂର୍ଣ୍ଣ ଭବେ ଲୋକଙ୍କ ପାଇଁ କାମ କରିବା କୁ ହାତ ବଢ଼ାଇ ବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି,ଆଗମୀ ଦିନରେ ଜେ କୌଣସି ଲୋକ ଅସୁବିଧା ରେ ପୀଡ଼ିତ ହୋଇଥିଲେ ପରାମର୍ଶ କରିବାକୁ ଆହ୍ବାନ ଦେଇଛନ୍ତି।
1