ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରଥଯାତ୍ରାକୁ ଆଖି ଆଗରେ ରଖି ପାରାଦ୍ଵୀପ କଳିଙ୍ଗ ମହିଳା ଶକ୍ତି ତରଫରୁ ଏକଜୁଟ ବୈଠକ ପ୍ରସ୍ତୁତ।*

ପାରାଦ୍ଵୀପ, 26/06/2025, ଉତ୍କଳ voice news - utkalvoicenews.com
Article Image
ପାରାଦ୍ଵୀପ କଳିଙ୍ଗ ମହିଳା ଶକ୍ତି ତରଫରୁ ମାସିକିଆ ଏକଜୁଟ ବଡି ମିଟିଙ୍ଗ ସହ ରଥ ଯାତ୍ରା କୁ ଆଖି ଆଗରେ ରଖି ପ୍ରସ୍ତୁତ ବୈଠକ କରାଯାଇ ଥିଲା l ଏଥିରେ ସଂଗଠନର ସହ ସହ ମହିଳା ଯୋଗ ଦେଇ ଥିବା ବେଳେ ରଥ ଯାତ୍ରା ରେ ହେବାକୁ ଥିବା ଅଳିଆ ଆବର୍ଜ୍ଜନା କୁ ସଫେଇ କରି ପରିବେଶ କୁ ସଫା ସୂତର ରଖିବା ପାଇଁ ଆଲୋଚନା କରାଯାଇ ଥିଲା l ଏହି ପ୍ରସ୍ତୁତ ବୈଠକ ରେ ମହିଳା ମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରାଯାଇ ଥିବା ସହ ମହିଳା ମାନେ କିଭଳି ସୋ ରୋଜଗାର କ୍ଷମ ହୋଇପାରିବେ ସେଥିପାଇଁ ବିସ୍ତୃତ ଆଲୋଚନା ମଧ୍ୟ କରାଯାଇ ଥିଲା l ଏହି ବୈଠକ ରେ ପ୍ରତେକ ମହିଳା ମାନେ ୧୦ ଜଣିଆ ଗ୍ରୁପ କରି ନିଜର ଆକାଉଣ୍ଡ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆ ଯାଇଥିଲା l ଏହି ପ୍ରସ୍ତୁତ ବୈଠକ କଳିଙ୍ଗ ମହିଳା ଶକ୍ତି ସଭାନେତ୍ରୀ ମନୋରମା ଖଟୁଆ ଙ୍କ ନେତୃତୋ ରେ ବୈଠକ ହୋଇଥିବା ବେଳେ ଏଥିରେ କଳିଙ୍ଗ ମହିଳା ଶକ୍ତି ଉପସଭାପତି, ସମ୍ପାଦକ, ଉପଦେଷ୍ଟା ରବୀନ୍ଦ୍ର ମଲ୍ଲିକ, ଉପଦେଷ୍ଟା ଗଦାଧର ମହାନ୍ତି ପ୍ରମୁଖ ଯୋଗଦେଇ ବୈଠକ କୁ ସlଫଲ୍ୟ ମଣ୍ଡିତ କରିଥିଲେ l
Article Image
Article Image
9