ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାଂସ୍କୃତିକ ବିକାଶ ଫାଉଣ୍ଡେସନ (ଭାରତ ସରକାରଙ୍କ ଅଧୀନରେ)

ପୁରୀ, 29/06/2025, ଉତ୍କଳ voice news - utkalvoicenews.com(ତିର୍ତୋଲ ରୁ ମନୋଜ କୁମାର ଜେନା ଙ୍କ ରିପୋର୍ଟ) :
Article Image
ସାଂସ୍କୃତିକ ବିକାଶ ପରିଷଦର ଇତି ମଧ୍ୟରେ 6 ଷ୍ଠ ସଂସ୍କରଣ ପୁରୀ ଅନ୍ନପୂର୍ଣ୍ଣା ଥୀଏଟର ରେ କାର୍ଯକ୍ରମ ଶେଷ ହେଇଛି । ଅନୁଷ୍ଠାନ ର 7 ମ ସଂସ୍କରଣ ସୁନ୍ଦରଗଡ, ରାଉରକେଲା ଓ ଅନୁଗୋଳ ସହରରେ ହବ ବୋଲି ଅନୁଷ୍ଠାନ ତରଫରୁ ଘୋଷଣା କରାଯାଇଛି। ଭାରତର ଲୁକ୍କାୟିତ ଭାବରେ ଥ‌ିବା କଳା ପ୍ରତିଭା କୁ ଲୋକାଲୋଚନ୍ କୁ ଆଣି ସମ୍ମାନ ପ୍ରଦାନ କରୁଥିବା ସାଂସ୍କୃତିକ ବିକାଶ ପରିଷଦ ନୂତନ ସଂସ୍କରଣ ରେ କିଛି ଗୋଟେ ଡିଜିଟାଲ କାର୍ଯ୍ୟ ଆୟୋଜନ କରିବାକୁ ଲକ୍ଷ୍ୟ ରଖୁଛି । ଅନୁଷ୍ଠାନ ର ପ୍ରତିଷ୍ଠାତା ଡ଼କ୍ଟର ଉପେନ୍ଦ୍ର ଶର୍ମା, ଯଲିଉଡ ଜଗତର ବହୁ ଚର୍ଚ୍ଚିତ ସଭାପତି ତଥା ସଂସ୍କୃତି ବିକାଶ ପରିଷଦ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ସୁଶାନ୍ତି ମହାପାତ୍ର ଆଶାବ୍ୟକ୍ତ କରିଛନ୍ତି । ଯଲିଉଡ ପ୍ରଶଂସକ ମହାସଂଘ JPM ଦ୍ବାରା ଆୟୋଜିତ କାର୍ଯ୍ୟରତ କର୍ମକର୍ତ୍ତା ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Article Image
Article Image
Article Image
10