ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଓଡ଼ିଆ ମୋଟର ଚାଳକ ସଙ୍ଘ ପୁରୀ ଜିଲ୍ଲା ପକ୍ଷରୁ ପାନୀୟ ଜଳ ଛତ୍ରର ଶିବିର

ପୁରୀ, 01/07/2025, ଉତ୍କଳ voice news - utkalvoicenews.com
Article Image
ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତ ଭକ୍ତ ମାନଙ୍କ ପାଇଁ ଓଡ଼ିଆ ମୋଟର ଚାଳକ ସଙ୍ଘ ପୁରୀଜିଲ୍ଲା ର ସମସ୍ତ ବ୍ଲକ ମିଶି ଜଳଛତ୍ରର ଆୟୋଜନ କରାଯାଇଥିଲା ଏଥିରେ ପୁରୀ ଜିଲ୍ଲା କମିଟିର ସମସ୍ତ ପଦାଧିକାରୀ ମାନେ ଉପସ୍ଥିତି ଥିଲେ ଜିଲ୍ଲାର ସଭାପତି ରାମ ଚନ୍ଦ୍ର ସାହୁ ଉପସଭାପତି ରଜନୀକାନ୍ତ ପରିଡା ସମ୍ପାଦକ ବିପିନି ବିହାରୀ ସେନାପତି କୋଷାଧକ୍ଷ ଜଗବନ୍ଧୁ ଜେନା ସହସମ୍ପାଦକ ଗୋବିନ୍ଦ ଭାଇ ସଂଘଠନ ସମ୍ପାଦକ ଜଗମୋହନମହାପାତ୍ର ଏବଂ ସତ୍ୟାବାଦୀ ସଭାପତି ତ୍ରୀନାଥ ବାରିକି ସାତଶଂଖ ସମ୍ପାଦକ ସୁଜିତି ବେହେରା ପିପିଲି ଶାଖା କୋଷାଧକ୍ଷ ସତ୍ୟନାରାୟଣ ପ୍ରଧାନ କାଯ୍ୟକାରୀ ସଭାପତି ସୁବ୍ରଜୀତୀ ପ୍ରଧାନ ସନ୍ତୋଷ ପ୍ରଧାନ କାଁହୁ ଭାଇ ଦିପୁ ଭାଇ ସତ୍ୟାବାଦୀ ଶାଖା ତଥା କାଯ୍ୟକ୍ରମ ମୁଖ୍ୟ ପରିଚାଳକ ବାବୁଲୀ ଭାଇ କାଯ୍ୟକ୍ରମ କୁ ପରିଚାଳନା କରିଥିଲେ।
1