ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ତିର୍ତ୍ତୋଲ ଥାନା ଅଞ୍ଚଳରୁ ଚୋରା ମଦଜବତ।*

ତିର୍ତ୍ତୋଲ, 03/07/2025, ଉତ୍କଳ voice news - utkalvoicenews.com
Article Image
ତିର୍ତ୍ତୋଲ ଥାନା ସଂଧ୍ୟା ୭•୩୦ମିନିଟ ପେଟ୍ରୋଲିଙ୍ଗ କରୁଥିବା ସମୟରେ ତିର୍ତ୍ତୋଲ ଲକ ଛକ ନିକଟରୁ ଚୋରା ମଦ କାର ବାର କରୁଥିବା ଗୋପାଳ ପୁର ପଞ୍ଚାୟତ ପୋସଲ ଗ୍ରାମର ଶିବ ପ୍ରସାଦ ବେହେରା ୨୪ ଗୋଟି ନିବ (୧୮୦) ମଏଲ ଚୋରା ମଦ ଏଏସଆଇ ଏସ ସାହୁ ଚଡାଉ କରି ତିର୍ତ୍ତୋଲ ଥାନା କେଶ ନମ୍ବର ୩୧୫/୨୦୨୫ ୟୁ /ଏସ ୫୨(ଏ ) ଆଧାରରେ ଜବତ କରାଯାଇଛି ଅନୁରୂପ ଭାବେ ତିର୍ତ୍ତୋଲ ଥାନା ଏଏସଆଇ କେ ଦଳାଇ ପେଟ୍ରୋଲିଙ୍ଗ କରୁ ଥିବା ବେଳେ ଚଢ଼ାଉ କରି ଏସନପାଟଣାର ଋଷିକେଶ ବିଶ୍ୱାଳ ଗ୍ରାମ ଜଟତିରା ପୋଖରୀ ନିକଟରୁ ଅପରାହ୍ନ ସମୟ ୨ ଘଟିକା ସମୟରେ ଆସ୍କା ୪୦( ୨୦୦)ଏମଲ ୨୦ଟି ଜବତ କରାଯାଇ ତିର୍ତ୍ତୋଲ ଥାନା କେଶ ନମ୍ବର ୩୧୨/୨୦୨୫/ୟୁ /ଏସ /୫୨ଏ ରଜୁ କରାଯାଇ ଜବତ କରାଯାଇଛି। ତିର୍ତ୍ତୋଲ ଥାନା ଅଞ୍ଚଳରେ ଚୋରା ମଦ କାରବାର ବଢୁଥିବାରୁ ପେଟ୍ରୋଲିଙ୍ଗ କୁ ଗୁରୁତ୍ୱ ଦିଆ ଯିବା ସହ ଦୃଢ଼ କାର୍ଯାନୁଷ୍ଟାନ ନିଆଯିବ ବୋଲି ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଦୀପ୍ତ କୁମାର ସେଠି କହିଛନ୍ତି
1