ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଶ୍ରୀ ଶ୍ରୀ ଧନଲକ୍ଷ୍ମୀ ଙ୍କର ପ୍ରତିଷ୍ଠା ଉତ୍ସବ*

ଢେଙ୍କାନାଳ, 04/07/2025, ଉତ୍କଳ voice news - utkalvoicenews.com
Article Image
ଢେଙ୍କାନାଳ ଜବାହାର ଚୌକ୍ ସ୍ଥିତ ପୂଜାମଣ୍ଡପ ସ୍ଥିତ ଶ୍ରୀ ଶ୍ରୀ ଧନଲକ୍ଷ୍ମୀ ଙ୍କର ପ୍ରତିଷ୍ଠା ଉତ୍ସବ ମହାସମାହାର ରେ ପାଳିତ ହୋଇ ଯାଇଅଛି ନୀତିକାନ୍ତି ପୂଜା ସହ ଷୋଡଶ ଉପଚାର ରେ ଅତି ଆଡମ୍ବର ସହ ମା ମହାଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ ହୋଇ ଅଛି ବିଭିର୍ନ ପ୍ରକାର କାକର ପୁଳି ପିଠା ଖିରି ମିଠା ଆଦି ୧୩ ପ୍ରକାର ଫଳ ମୂଳ ଆଦି ମା ଙ୍କ ପୂଜା ପ୍ରତିଷ୍ଠା ରେ ମା ଙ୍କ ପାଖରେ ଲାଗିଥିଲା ପୂଜକ- ଲିଙ୍ଗରାଜ ପତି ଶର୍ମା କର୍ତା-ଦିପକ୍ କୁମାର ଦାସ , କର୍ତ୍ତୀ- ଅଳ୍ପନା ଦାସ ସଭାପତି-ଅଶୋକ କୁମାର ସ୍ୱାଇଁ ସମ୍ପାଦକ-ନବିନ୍ ଦଳେଇ ଚେୟାର ମ୍ୟାନ- ନବୀନ ଚନ୍ଦ୍ର ନାରାୟଣ ଦାସ ଏବଂ ଜବାହର ଚୌକ୍ ର ସମସ୍ତ କର୍ମକର୍ତା ଙ୍କ ଉପସ୍ଥିତି ରେ ମାଁ ଧନଲକ୍ଷ୍ମୀ ଙ୍କର ପ୍ରତିଷ୍ଠା ଅନୁଷ୍ଠିତ ହୋଇଥିଲା ଆଗୁରୁ ମା ଅନ୍ୟ ଏକ ସ୍ଥାନ କୁ ସ୍ଥାନାନ୍ତରିତ କରି ପୂଜା କରାଯାଉଥିଲା ଆଜିଠାରୁ ମା ତାଙ୍କ ପୁନଃ ନିଜ ସ୍ଥାନ କୁ ଫେରି ସବୁଦିନ ପାଇଁ ପୁଣି ପୂଜା ପାଇବେ...
Article Image
8