ଜ଼ିଲ୍ଲାନାସି ଜୟସଂଖ ପୁର , 04/07/2025, ଉତ୍କଳ voice news - utkalvoicenews.com

ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ର ଜ଼ିଲ୍ଲାନାସି ଜୟସଂଖ ପୁର ଗ୍ରାମ ର ଶତାୟୁ ମା ଦୁଖୀ ଦେଇ ଙ୍କ ପ୍ରଥମ ଶାର୍ଦ୍ଧ ବାର୍ଷିକ ଉପଲକ୍ଷେ ଏକ ସ୍ମୁତି ଚାରଣ ଅନୁଷ୍ଠିତ ହୋଇଥିଲା, ଉକ୍ତ ସ୍ମୁତି ସଭାରେ ଗ୍ରାମର ସମସ୍ତ ମୁରବି ଓ ଅଞ୍ଚଳ ର ସମସ୍ତ ବୁଦ୍ଧିଜୀବୀ, ଗ୍ରାମର ସଭାପତି ଅଭୟ କୁମାର ପରିଡା ସମସ୍ତଙ୍କୁ ସ୍ୱାଗତ ସମ୍ଭୋଧନା ଅର୍ପଣ କରିଥିଲେ ଏବଂ ସଭାପତିତ୍ୱ କରିବାକୁ କୁଜଙ୍ଗ ଅଂଚଳ ର ବରିଷ୍ଠ ଶିକ୍ଷକ ନେତା ଶ୍ରୀଯୁକ୍ତ ଅଶୋକ କୁମାର ସ୍ୱାଇଁ ଙ୍କୁ ସଭାପତିତ୍ୱ କରିବାକୁ ଆହ୍ୱାନ ଜରିଥିଲେ ପ୍ରଥମେ ଅଞ୍ଚଳ ର ବୁଦ୍ଧିଜୀବୀ, ଶିକ୍ଷକସମାଜ, କଳାକାର ସମାଜ, ସଂସ୍କୃତି ପ୍ରେମୀ ଏବଂ ରାଜ୍ୟନୈତିକ ମହଲ ରୁ ଉପସ୍ଥିତ ଥିବା ମାନ୍ୟ ଗଣ୍ୟ ବ୍ୟକ୍ତି ତଥା ପୂର୍ବତନ ଏରସମା ଏ ବି ଓ ଶ୍ରୀଯୁକ୍ତ ଗୋପବନ୍ଧୁ ନାୟକ, ଅନାଦି ଚରଣ ଖଟୁଆ, କାର୍ତ୍ତିକ ଚରଣ ବେହେରା, ରଂଜିତ ମାଝୀ, ସି ଆର ସି କିଶୋର ଚନ୍ଦ୍ର ସାହୁ, ଗୋବିନ୍ଦ ଚନ୍ଦ୍ର ମିଶ୍ର, ପ୍ରଦୀପ୍ତ ରାଉତ, ଜିତେନ୍ଦ୍ର କୁମାର ବେହେରା, ସନ୍ତୋଷ କୁମାର ବେହେରା, ଜନ୍ମଜୟ ମହାନ୍ତି, ଅପର୍ନା ପଣ୍ଡା, ପୂର୍ବତନ ସରପଞ୍ଚ ଜ଼ିଲ୍ଲାନାସି ତପନ କୁମାର ସାମନ୍ତରାୟ, ଗଗନ ବେହେରା, ବରିଷ୍ଠ କଳାକାର ନିର୍ଭୟ ମହାନ୍ତି, ଭମର ବର ବେହେରା, ଅଞ୍ଚଳ ର ଭାଗବତ ପ୍ରେମୀ, ଭାଇ ଓ ମା ମାନେ ସମସ୍ତକଳାକାର ବନ୍ଧୁ ପ୍ରଥମେ ଫୋଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ଅମର ଆତ୍ମା ର ସତଗତି ପାଇଁ ପ୍ରାଥନା କରିଥିଲେ ଏବଂ ଜଣେ ଶେଷ୍ଠ ମା ବୋଲି ଅଭିହିତ କରିଥିଲେ, ଜୀବନ ରେ ଅମୁଲ୍ୟ ସମ୍ପଦ ମା ମହାତନା ପରମାତ୍ମା ବୋଲି ଦିବ୍ୟ ସଦେଶ ପେରଣ କରିଥିଲେ, ତାଙ୍କର ବଡ ପୁଅ, ନାତି ମାନେ ଏହି କାଯ୍ୟ ସୁଚାର ରୂପେ ସମ୍ପାଦନ କରିଥିଲେ

