ପାରାଦୀପ ଗଡ, 15/01/2025, ଉତ୍କଳ voice news - utkalvoicenews.comଅଦ୍ୟ ତା ୧୫.୦୧.୨୦୨୫ ରିଖ: ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଭତ୍ତା ହିତାଧୀକାରୀ ଙ୍କୁ ୩୫୦୦ ପ୍ରଦାନ କରିଛନ୍ତି l
ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଏକ ବୃହତ୍ ପଞ୍ଚାୟତ ହୋଇଥିବାରୁ ୮୦ ବର୍ଷ ରୁ ଉର୍ଦ୍ଧ୍ବ ଭତ୍ତା ହିତାଧୀକାରୀ ଓ ୮୦% ରୁ ଉର୍ଦ୍ଧ ୧୦୬ ଜନ ଭିନ୍ନକ୍ଷମ ଙ୍କୁ ମାସିକ ଟ. ୩୫୦୦ ଙ୍କା ଲେଖାଏ ପ୍ରଦାନ କରିଛନ୍ତି l
ରାଜ୍ୟ ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି କୁ ଆଜି ପୂରଣ କରିଛନ୍ତି l ଏଥିପାଇଁ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପଞ୍ଚାୟତ ବାସୀ ଙ୍କ ତରଫରୁ ରାଜ୍ୟ ସରକାର ଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି l
ଉକ୍ତ ସ୍ୱତନ୍ତ୍ର ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ଚନ୍ଦ୍ରଶେଖର ଚୌଧୁରୀ, ଅଲେଖ ମହlରଥା, ପ୍ରଭାତ ସାହୁ, ନାୟବ ସରପଞ୍ଚ ପ୍ରକାଶ ସାହୁ, ୱାର୍ଡ ସଭ୍ୟ/ ସଭ୍ୟା ସୁଧାଂଶୁ ସାହୁ, କଳ୍ପନା ଖଟୁଆ, ଲିଲି ଗୋଚ୍ଛାୟତ, ରେବତୀ ସ୍ୱାଇଁ, ଶକୁନ୍ତଳା ସ୍ୱାଇଁ, ସୁରେନ୍ଦ୍ର ସେଠୀ, ନିରଞ୍ଜନ ମଲ୍ଲିକ, ନଳିନୀ ସାହୁ, ଗୋଲାପି ସାମଲ, ମିନାକ୍ଷୀ ନାୟକ, ପ୍ରମିଳା ବାରିକ, ସୀମା ରାଉତ, ସନାତନ ମାଝି, ମଞ୍ଜୁଲତା ପଲାଇ, କଳ୍ପନା ଦାସ ପ୍ରମୁଖ ଉପସ୍ଥିତ ଥିଲେ l