ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାହୁଡାରେ ତୁଳସୀ ଓ ପଦ୍ମଫୁଲ ଦେଇ ସେବା କରୁଛନ୍ତି ବୁନୁ ଓ ସୁଶାନ୍ତ

ଢେଙ୍କାନାଳ, 05/07/2025, ଉତ୍କଳ voice news - utkalvoicenews.com
Article Image
ପବିତ୍ର ରଥଯାତ୍ରାରେ ଢେଙ୍କାନାଳ ରଥକୁ ୨୨ ବର୍ଷ ଧରି ସେବା ଓ ସମର୍ପଣ ଭାବ ନେଇ ବୁନୁ ବେହେରା ଓ ସୁଶାନ୍ତ ଦଳେଇ ରଥରେ ଶ୍ରୀ ଜଗନ୍ନାଥଙ୍କୁ ତୁଳସୀ ମାନ ଓ ପଦ୍ମଫୁଲ ଦେଇ ସେବା କରିଆସୁଥିବାବେଳେ ଆଜି ବାହୁଡା ଯାତ୍ରାରେ ଆଡପ ମଣ୍ଡପରେ ତୁଳସୀ ସେବା କରିବା ସହ ରଥ ଉପରେ ମଧ୍ୟ ତୁଳସୀ ମାଳ ଓ ପଦ୍ମଫୁଲ ଦେଇ ସେବା କରିଛନ୍ତି । ପ୍ରତିଦିନ ମଧ୍ୟ ଶ୍ରୀଶ୍ରୀ ସିଦ୍ଧ ବଳରାମ ମନ୍ଦିର ଓ ଢେଙ୍କାନାଳରେ ଥ‌ିବା ବିଭିନ୍ନ ମନ୍ଦିରମାନଙ୍କରେ ଥିବା ଦେବାଦେବୀଙ୍କୁ ତୁଳସୀ ଓ ଫୁଲ୍ ଯୋଗାଇ ଦେଉଛନ୍ତି । ଏହି ସେବାକୁ ଢେଙ୍କାନାଳବାସୀ ବେଶ୍ ପ୍ରଶଂସା କରିଛନ୍ତି ।
1