ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବନ ମହୋଉତ୍ସବ ସପ୍ତାହ ଜୁଲାଇ ପ୍ରଥମ ସପ୍ତାହ 2025ଆୟୋଜନ କୁଜଙ୍ଗ ଆଥେ ଲେଟିକ କ୍ଲବ ତରଫରୁ କ୍ଲବ ପରିସରରେ

କୁଜଙ୍ଗ, 07/07/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ କୁଜଙ୍ଗ ଆଥେ ଲେଟିକ କ୍ଲବ ପରିସରରେ ଆୟୋଜନ କରାଯାଇଥିଲା, ଏଇ ଅବସର ରେ କୁଜଙ୍ଗ ବନ ଖଣ୍ଡ ରେଞ୍ଜର ଶ୍ରୀଯୁକ୍ତ କାର୍ତିକେ ଶ୍ଵର ଖଣ୍ଡେଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଗଛ ଲଗେଇବା ନିଜକୁ ବଂଚେଇବା ତାପଯ୍ୟ ବୁଝେଇବା ସାଙ୍ଗ କୁ କ୍ଲବ ପରିସରରେ ବୃକ୍ଷ ରୋପଣ କରିଥିଲେ, ଉକ୍ତ କାର୍ଯ୍ୟକ୍ରମ ରେ କୁଜଙ୍ଗ ଆଥେ ଲେଟିକ କ୍ଲବ ର ସଭାପତି ଶ୍ରୀ ଦିଲ୍ଲୀପ କୁମାର ସାହୁ, ଉପସଭାପତି ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, କାଯ୍ୟ କାରି ସଭାପତି ଶ୍ରୀ ଦେବେନ୍ଦ୍ର ନାରାୟଣ ରାଜଗୁରୁ, ସମ୍ପାଦକ ଶ୍ରୀ ରଜନୀ କାନ୍ତ ଗୁରୁ, ସହସମ୍ପାଦକ ଶ୍ରୀ ବୈଷ୍ଣବ ଚରଣ ଦାସ, କ୍ରୀଡା ସଂଯୋଜକ ଶ୍ରୀ ପ୍ରଦୁମ୍ନ ପଟ୍ଟନାୟକ, ସହ କ୍ରୀଡାସଂଯୋଜ ଶ୍ରୀ ବିଶ୍ଵନାଥ ମଲ୍ଲିକ, କୁଜଙ୍ଗ ଆଥେ ଲେଟିକ କ୍ଲବ ର ଶୁଙ୍ଖଳା କମିଟି ଅଧଖ୍ୟ ଏ ଏନ ଡି ଯାଦବ ଏହି ଅବସରରେ କହିଥିଲେ ଗଛ ଟେ ଲଗେଇବା ଜୀବନ ବଞ୍ଚେଇବା, ଆଜିକା ଦିନରେ ମଣିଷ କୁ ଗଛ କାଟିବାକୁ ସମୟ ଅଛି କିନ୍ତୁ ଗୋଟେ ଗଛ ଲଗେଇବାକୁ ସମୟ ନାହିଁ, ନିଜ ଜୀବବ ନିଜେ ନ ବଂଚେଇ ଯମ ହାତକୁ ଟେକି ଦଉଚି, ଏ ମଣିଷ ସମାଜ ରେ ବଞ୍ଚିବାକୁ ହେଲେ ଗଛ ର ନିହାତି ଆବଶ୍ୟକ, ଏଣୁ କୁଜଙ୍ଗ ଆଥେ ଲେଟିକ କ୍ଲବ ର ସମସ୍ତ ସଦସ୍ୟ ଶପଥ ନେଇ ଏଇ ବାର୍ତ୍ତା ଦେଲେ, ଗଛ ଟେ ଲଗେଇବା ଜୀବନ ବଞ୍ଚେଇବା
Article Image
Article Image
10