ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏବିଭିପିର ୭୭ତମ ପ୍ରତିଷ୍ଠା ଦିବସ ପାଳନ

ବୁଗୁଡ଼ା, 09/07/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ଏବିଭିପିର ୭୭ତମ ପ୍ରତିଷ୍ଠା ଦିବସ ସାରା ଓଡ଼ିଶାରେ ପାଳନ କରାଯାଉଥିବା ବେଳେ ଘୁମୁସର ଜିଲ୍ଲା ବୁଗୁଡ଼ା ନଗର ପକ୍ଷରୁ ବୁଗୁଡ଼ା ପିପୁଲ୍ସ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ସ୍ବାମୀ ବିବେକାନନ୍ଦଙ୍କ ଫୋଟ କୁ ଦୀପ,ଧୂପ ଦେଇ ପୂଜାର୍ଚ୍ଚନା କରିସାରିବା ପରେ ବୃକ୍ଷରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଏବିଭିପି ଘୁମୁସର ଜିଲ୍ଲା ସଂଯୋଜକ ସୋରେନ କୁମାର ପ୍ରଧାନ, ବୁଗୁଡ଼ା ନଗର କାର୍ଯ୍ୟକର୍ତ୍ତା ଶୁଭଙ୍କର ସ୍ୱାଇଁ, ପିପୁଲ୍ସ କଲେଜ୍ ର ଛାତ୍ର ସଂଗ୍ରାମ ଦାସ,ଶିବରାମ ସୁବୁଦ୍ଧି, ସୋଭନ,ପବିତ୍ର ପ୍ରମୁଖ ଉପସ୍ଥିତ ଥିଲେ।ଏବଂ ପରେ ଗ୍ରାମର କିଛି ପିଲା ମାନଙ୍କୁ ନେଇ ବୃକ୍ଷରୋପଣ କରାଯାଇଥିଲା।
Article Image
Article Image
Article Image
10