ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ ପର୍ବ,

କୁଜଙ୍ଗ , 09/07/2025, ଉତ୍କଳ voice news - utkalvoicenews.com(ଜଗନ୍ନାଥ ପ୍ରସାଦ ସାହୁ) :
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଶିକ୍ଷା ମଣ୍ଡଳ ଅଧୀନ ଶ୍ରୀ ଅରବିନ୍ଦ ଶିକ୍ଷା ସଦନ ର 1998 ଵ୍ୟାଚ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ ପର୍ବ ଖୁବ ଧୁମ ଧାମ ରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଗୁରୁ ଶିଷ୍ୟ ର ପରମ୍ପରା ଅନୁଯାୟୀ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ, ଦୀର୍ଘ ଦିନ ର ବ୍ୟବଧାନ ପରେ ସାଙ୍ଗ ସାଥି ମାନଙ୍କୁ ପାଇ ଖୁବ ଖୁସି ମନାଇ ଥିଲେ, ସ୍କୁଲ ଜୀବନ ର ଅଭୁଲା ସ୍ମୃତି ସବୁ ଜୀବନ୍ତ ହୋଇ ଉଠିଥିଲା, ପିଲା ଦିନ ର କଥା ସବୁ ନିଜ ଭିତରେ ବାଣ୍ଟିବା ସହ ଅବଶିଷ୍ଟ ଜୀବନକୁ ଏଇଭଳି ନୈଶ୍ୟ ଭୋଜି ସହ କର୍ମମୟ ଜୀବନ ରୁ ବିରତ ନେଇ କିଛି ଆନନ୍ଦ ଅନୁଭବ କରିବାର ଏହା ଏକ ନିଆରା ପ୍ରୟାସ ହେବ ବୋଲି ବନ୍ଧୁ ମନେ ପ୍ରକାଶ କରିଥିଲେ କିଛି ସାଙ୍ଗ ସାଥୀଙ୍କ ଉଦ୍ୟମ ପାଇଁ ଏଭଳି ଏକ ସୁନ୍ଦର ମୁହୂର୍ତ୍ତ ମଜା ସମସ୍ତେ ନେଇ ପାରିଲେ, ଆଗକୁ ଏମିତି ବନ୍ଧୁତା ର ସମ୍ପର୍କ ରେ ଯୋଡି ହେବା ପାଇଁ ସବୁ ବନ୍ଧୁ ମନେ କଥା ରଖିଥିଲେ, ଦୂର ଦୁରାନ୍ତରୁ, କର୍ମମୟ ଜୀବନ ରୁ କିଛି ସମୟ କାଢି ନିଶ୍ଚିନ୍ତ ଏହି କାର୍ଯ୍ୟକ୍ରମ କୁ ସଫଳ କରିବେ ବୋଲି ଆୟୋଜକ ବନ୍ଧୁ ମନେ ମତ ରଖିଥିଲେ,
1