ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ତରଫରୁ ୭୭ ତମ ପ୍ରତିଷ୍ଠା ଦିବସ ପାଳିତ।

କୁଜଙ୍ଗ, 10/07/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନଗର ରେ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଅବସରରେ ରାଷ୍ଟ୍ରୀୟ କଳା ମଞ୍ଚ ଦ୍ଵାରା କୁଜଙ୍ଗ ମହାବିଦ୍ୟାଳୟ ରେ ବିଭିନ୍ନ ପ୍ରତିଯୋଗିତା କାର ଯାଇଅଛି । ଏଥିରେ ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ। ଏହି ସଭା ରେ ମୁଖ୍ୟ ଅତିଥି ଭାବରେ ନଗେନ୍ଦ୍ର ଯାଦବ ମୁଖ୍ୟ ବକ୍ତା abvp ର ଜଗତସିଂହପୁର ଜିଲ୍ଲା ସଂଯୋଜକ ରାଷ୍ଟ୍ର ବାଦି ଛାତ୍ର ନେତା ସତ୍ୟ ପ୍ରକାଶ ମହାନ୍ତି ସମ୍ମାନୀତ ଅତିଥି ଭାବେ ଅକ୍ଷୟ ଦାସ ଏବଂ ଚନ୍ଦ୍ରକାନ୍ତି ପଲେଇ ଅତିଥି ଭାବେ ଯୋଗଦେଇ ଥିଲେ, ମୁଖ୍ୟ ବକ୍ତା ରାଷ୍ଟ୍ର ବାଦି ଛାତ୍ର ନେତା ସତ୍ୟ ପ୍ରକାଶ ମହାନ୍ତି ତାଙ୍କ ଅଭିଭାଷଣ ରେ ଛାତ୍ର ଛାତ୍ରୀ ମାନଙ୍କୁ ରାଷ୍ଟ୍ର ବାଦି ଚିନ୍ତାଧାରା ଓ ସୁନ୍ଦର ଛାତ୍ର ଜୀବନ ହେବାର ପ୍ରେରଣା ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ପରିଷଦ ର ସଦସ୍ୟ ଅମିତ୍ ବାରିକ ବିଶ୍ବରଂଜନ ଗୋଲେଖ ଉମେଶ ସହ ଯୋଗ କରିଥିଲେ। ସର୍ବ ଶେଷରେ ଅମିତ୍ ବାରିକ ଧନ୍ୟବାଦ ଜ୍ଞାପନ କରିଥିଲେ।
Article Image
1