ରାହାମା, 12/07/2025, ଉତ୍କଳ voice news - utkalvoicenews.com(ଦେବାଶିଷ ମହାନ୍ତି ଙ୍କ ରିପୋର୍ଟ) :
ରାହାମା ବଡ଼ ବଜାର ଥିବା ରୁନୁ ଜୁଏଲାରି ନିକଟରୁ ମହିଳା ଜଣଙ୍କ ଏକ ସ୍କୁଟି ନିକଟରେ ଛିଡା ହୋଇ ଥିବା ଅନ୍ୟ ଜଣ ମହିଳା ସୁନା ଦେକାନରୁ ଜିନିଷ କିଣାକିଣି ସାରି ସ୍କୁଟି ନିକଟକୁ ଯିବା ସମୟ ରେ ସମୟ ରାତ୍ରି ୯. ୪୨ ମିନିଟ କଳା ରଙ୍ଗ ପଲସର ଗାଡିରେ ଦୁଇଜଣ ଯୁବକ ମହିଳା ବେକରୁ ସୁନାଚେନଟିକୁ ଛଡାଇ ନେଇ ଥିଲେ ଏକ ଧାରୁଆ ମାରାଣ ଅସ୍ତ୍ର ଖଣ୍ଡା ବାହାର କରିଥିଲେ ସ୍ଥାନୀୟ ଲୋକ ମାନେ ହୋହାଲ୍ଲା କରିବାରୁ ଦୁଇ ଜଣ ଯୁବକ ଫେରାର ହୋଇ ଯାଇଥିଲେ। ତିର୍ତୋଲ ଥାନ ଅଧିକାର ତଦନ୍ତ ଚଳାଇ ଛନ୍ତି। ରାହାମା ଅଞ୍ଚଳରେ ଡକାୟତି ବଢ଼ି ଚାଲି ଥିବାରୁ ସାଧାରଣ ଲୋକ ମାନେ ଭୟ ଭିତ ହୋଇ ପଡିଛନ୍ତି। ସାଧାରଣ ରେ ପୋଲିସ କଡା କଡୀ ଉପରେ ପ୍ରଶ୍ନ ଉଠାଇ ଛନ୍ତି।