ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ବଜ୍ରାଘାତରେ ଜଣେ ଚାଷୀ ବିଲରେ କାମ କରୁଥିବା ବେଳେ ଚାଲିଗଲା ଜିବନ*

କୁଜଙ୍ଗ , 13/07/2025, ଉତ୍କଳ voice news - utkalvoicenews.com(ଜଗତସିଂହପୁର ଜିଲ୍ଲା ରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକଙ୍କ ରିପୋର୍ଟ) :
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଜଳନ୍ଧର ପୁର ଗ୍ରାମର ବିଜୟ କୁମାର ସାମଲ ବୟସ 65 ନାମକ ଜଣେ ଚାଷୀ ବିଲରେ ଚାଷ କାମ କରୁଥିବା ବେଳେ ଚାରିଦିଗରୁ ଆକାଶରେ କଳାହାଣ୍ଡିଆ ମେଘ ମାଡି ଆସିଥିଲା ହଠାତ୍ ଘଡ଼ଘଡ଼ି ଶବ୍ଦରେ ଚାରିଆଡ ଆଲୋକ ମୟ ହୋଇଥିଲା ଏହି ସମୟରେ ଜଳନ୍ଧର ପୁର ଗ୍ରାମର ବିଜୟ କୁମାର ସାମଲ ବିଲରେ ଚାଷ କରୁଥିବା ବେଳେ ବଜ୍ରପାତ ଆଘାତ ରେ ଗୁରୁତ୍ତର ଭାବେ ଖେତରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକମାନଙ୍କ ସହଯୋଗ ରେ ଘଟଣା ସ୍ଥଳରୁ ଉଧାର କରି କୁଜଙ୍ଗ ଗୋଷ୍ଠି ସ୍ବାସ୍ଥକେନ୍ଦ୍ର ରେ ଭର୍ତି କରିଥିଲେ ଡାକ୍ତର ଚିକିତ୍ସା କରୁଥିବା ବେଳେ ମୃତୁ ଘୋଷଣା କରିଛନ୍ତି
Article Image
Article Image
Article Image
1