ତିର୍ତ୍ତୋଲ, 15/07/2025, ଉତ୍କଳ voice news - utkalvoicenews.com(ରିପୋର୍ଟର ଜଗନ୍ନାଥ ପ୍ରସାଦ ସାହୁ) :
ମଙ୍ଗଳବାର ଦିନ 10, ଘଟିବା ସମୟରେ ତିର୍ତ୍ତୋଲ ସ୍ତିତ ଆଦିକବି ସାରଳା ଦାସ ମହାବିଦ୍ୟାଳୟ ସମ୍ମୁଖରେ ଶତାଧିକ ଛାତ୍ର ଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବାଲେଶ୍ବର ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାୟ ର ଛାତ୍ରୀ ସୋମ୍ୟଶ୍ରୀ ମୃତ ଛାତ୍ରୀ ଘଟଣାରେ ନ୍ୟାୟ ଓ ଉପଯୁକ୍ତ ତଦନ୍ତ ପାଇଁ ଛାତ୍ର ଛାତ୍ରୀ ମାନେ ହାତରେ ସରକାର ବିରୋଧୀ ପ୍ଲାକାର୍ଡ ଧରି ଅନ୍ଦଲୋନ କୁ ଓହ୍ଲାଇଥିଲେ ମୁଲିଶୀଙ୍ଗ ସରପଞ୍ଚ ସଫି ଆଯାମ ଏବଂ ଛାତ୍ର ଯୁବ ଛାତ୍ର କଂଗ୍ରେସ ସଭାପତି ଙ୍କ ନେତୃତ୍ୱ ରେ ଛାତ୍ର ଛାତ୍ରୀ ମାନେ କଟକ ପାରାଦୀପ ରାସ୍ତା ଅବରୋଧ କରିବାସହିତ ବିଜେପି ସରକାର ଙ୍କ ବିରୋଧ ରେ ନାରାବାଜୀ କରିଥିଲେ ଉଛ ଶିକ୍ଷା ମନ୍ତ୍ରୀଙ୍କ ଇସ୍ଥପା ଦାବି କରିଥିଲେ ଅନୁରୂପ ଭାବେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା ଛାତ୍ର ଛାତ୍ରୀ ମାନେ ହାତରେ କ୍ୟାଣ୍ଡେଲ ଧରି ମୃତ ଛାତ୍ରୀ ମୋମ୍ୟାଶ୍ରୀ ଙ୍କ ସଦଗତି କାମନାକରି ଉଚିତ ନ୍ୟାୟ ପ୍ରଦାନ ନିମତେ ସରକାରଙ୍କ ପାଖରେ ଦାବି ରଖିଥିଲେ.