ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଧର୍ମ ପ୍ରାଣ ବ୍ୟକ୍ତିଙ୍କ ଦେହାନ୍ତ

କେନ୍ଦ୍ରାପଡା, 17/07/2025, ଉତ୍କଳ voice news - utkalvoicenews.com
Article Image
କେନ୍ଦ୍ରାପଡା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ସଂସଧା ଗ୍ରାମର ଗିରିଧାରୀ ଭୂଇଁଆ ଗତ ୧୪ତାରିଖରେ ଦେହାନ୍ତ ହୋଇଯାଇଛି।ସ୍ୱର୍ଗତ ଭୂଇଁଆ ଜଣେ ଭଲ ଚାଷୀ ଓ ଗ୍ରାମର ମୁଖିଆ ଥିଲେ। ଅନେକ ଗୁରୁତ୍ୱ ପୂର୍ଣ୍ଣ କେସ ଥାନାକୁ ନ ଦେଇ ଗ୍ରାମରେ ନିଷ୍ପତି କରାଇ ଦିଅନ୍ତି। ସେ ଜଣେ ପରୋପକାରୀ,ଧର୍ମ ପରାୟଣ,ମିଷ୍ଟ ଭାଷୀ, ସରଳ ଜୀବନ ଜାପନ କରିବାକୁ ଭଲ ପାଆନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ହୋଇଥିଲା। ତାଙ୍କ ଦେହାନ୍ତ ଖବର ପାଇ ସ୍ଥାନୀୟ ଅଂଚଳରେ ଶୋକାର ଛାଇ ଖେଳିଯାଇଛି।
Article Image
1