ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦୀପାଞ୍ଚଳରେ ହବ ପଶୁଡାକ୍ତର ଖାନା, ଉପଖଣ୍ଡ ପଶୁଚିକିତ୍ସା ଅଧିକାରୀଙ୍କ ସୂଚନା |

ନିଆଳି /ଜଗତସିଂହପୁର, 23/07/2025, ଉତ୍କଳ voice news - utkalvoicenews.com(ସରୋଜ ନାୟକ ଙ୍କ ରିପୋର୍ଟ ) :
Article Image
ଦେବୀକନ୍ଦଳ ଦୀପାଞ୍ଚଳ ରେ ଏକ ପଶୁଡାକ୍ତରଖାନା କରିବା ପାଇଁ ଆଜି, କଟକ ସଦର ଏସ ଡି. ଭି. ଓ ଅଭିମନ୍ୟୁ ସାହାଣୀ, ସିଠାଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ସ୍ଥାନୀୟ ଜନସାଧାରଣ ଙ୍କୁ ସୂଚନା ଦେଇଥିଲେ |ଏହି ମର୍ମରେ ଆୟୋଜିତ ସରକାରୀ ସଭାରେ ସିଠାଳ ସରପଞ୍ଚ କବିତା ମହାପାତ୍ର. ସାଂସଦ ଙ୍କ ପ୍ରତିନିଧି ଜ୍ୟୋତି ରଞ୍ଜନ ମହାନ୍ତି, ନିଆଳି ଭି ଏ ଏସ. ସୌଭାଗ୍ୟ ରଞ୍ଜନ ଖଟୁଆ, କୃଷକ ସାଥୀ ଫିରୋଜ ଦାସ, ରାଜକିଶୋର ମହାନ୍ତି, ପଶୁସମ୍ପଦ ନିରୀକ୍ଷକ.. ଦୀନବନ୍ଧୁ ସାହୁ, ଅଶୋକ କୁମାର ପାତ୍ର ଆଲୋଚନାରେ ଭାଗ ନେଇଥିଲେ | ବିଧାୟକ ଙ୍କ ନିର୍ଦେଶ ଅନୁସାରେ ସିଠାଳ ଏଲ. ଇ. ସେଣ୍ଟର କୁ ଅପଗ୍ରେଡେସନ କରି ପଶୁଡାକ୍ତରଖାନା କରାଯିବା ପାଇଁ, ସରକାରଙ୍କୁ ସୁପାରିଶ କରାଯିବ ବୋଲି ଏସ. ଡି. ଭି. ଓ କହିଥିଲେ |
Article Image
ଆସନ୍ତା. ପ୍ରାକବଜେଟ ସମୀକ୍ଷା ମିଟିଂ ପୂର୍ବରୁ ଜିଲ୍ଲା କାର୍ଯ୍ୟାଳୟ ସରକାର ଙ୍କୁ ସୁପାରିଶ କରିବା ପାଇଁ ଉପସ୍ଥିତ ଜନସାଧାରଣ ଏକ ଲିଖିତ ଦାବୀ ଦରଖାସ୍ତ ପ୍ରଦାନ କରିଥିଲେ |
Article Image
Article Image
Article Image
8