ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଟାଟା ପାୱାର ର ଜମି ଅଧି ଗ୍ରହଣ କୁ ନେଇ ଜଳାଉ ବାସୀଙ୍କ ଜଣ ଆସୋନ୍ତୋଷ ଧାରଣାରେ ଶତାଧିକ ପୁରୁଷ ଓ ମହିଳା....*

ନୂଆଡିହି, 24/07/2025, ଉତ୍କଳ voice news - utkalvoicenews.com( ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ନୂଆଡିହି ପଞ୍ଚାୟତର ଜଳଉ ଗ୍ରାମ ସର୍ବ ସାଧାରଣଙ୍କ ନିମନ୍ତେ ତହସିଲ ପ୍ରଶାସନ ତରଫରୁ ପି,ଆର ନ 840ମାଧ୍ୟମରେ ଜଣାଇ ଦିଆଯାଇଥିଲା କୁ ତଫସିଲି ଯୁକ୍ତ ଜମିକୁ ସରକାରୀ ଅମିନଙ୍କ ଦ୍ଵାରା ମାପ କରାଯିବ ତଫସିଲଭୁକ୍ତ ଜମିର ପାର୍ଶ୍ଵବର୍ତ୍ତୀ ରୟାତ ମାନଙ୍କୁ ଉପ ସ୍ତିତତ ରହିବାକୁ ନୋଟିସ କରାଯାଇଥିଲା ପ୍ରଶାସନକୁ ନେଇ ଟାଟା ପାୱାର ର ଏଭଳି ମାନମାନି ବିରୁଧୋର ସ୍ୱର ଉଠାଇଥିଲେ ଜଳାଇ ଅଧିବାସୀ,ଚାଷୀ ମାନଙ୍କ ଚାଷ ବେଉସା ସମୟରେ ପାପ ଚୂପର ସଠିକି ନିର୍ଦ୍ଧାରଣ ହୋଇନପାରିବା,ଗ୍ରାମର ଏକ ମାତ୍ର ଗୋଚର ଜମିକୁ ଟାଟା କମ୍ପାନୀର ଅଧି ଗ୍ରହଣକୁ ବିରୋଧ କରିଥିଲେ ଗ୍ରାମବାସି,ଗ୍ରାମରେ ଅଧିକାଂଶ ଚାଷୀ ଥିବାରୁ ଗୋଚାରଣ ଜମିକୁ ଟାଟା କମ୍ପାନୀ ନେବାକୁ ବିରୋଧ କରି ଗୋଚର ଜମିରେ ଶତାଧିକ ମହିଳା ବସିରହିବ ସହ ଟାଟା କମ୍ପାନୀ ହଟା ଓ ମାତା ଦେଇଥିଲେ,ଘଟଣା ସ୍ଥଳରେ ପୋଲିସ ଓ ରାଜସ୍ବ ନୀରିକ୍ଷକ ପହଁଚି ଲୋକଙ୍କୁ ବୁଝାଏ ସୂଜା କରିବା ସହ ପରବର୍ତ୍ତୀ ଶୁଣାଣି ଓ ମାପ ଚୁପ ପାଇଁ ଅନ୍ୟ ଦିନକୁ ସ୍ତଗିତ ରଖିଥିଲେ ଫଳରେ ଧାରଣା ରୁ ଓହରି ଥିଲେ ଗ୍ରାମ ବାସୀ.
Article Image
Article Image
1