ଏରସମା, 27/07/2025, ଉତ୍କଳ voice news - utkalvoicenews.com
ଏରସମା ବ୍ଲକ ଅନ୍ତର୍ଗତ ଗଡକୁଜଙ୍ଗ ରୁ ନୂଆଗାଁ ମହାବୀର ହନୁମାନ ମନ୍ଦିର କୁ ଯାଇଥିବା ରାସ୍ତାର ଜେଏଡବ୍ଲୁ ବାଉଣ୍ଡୁରି ଫାଟକ ଜଙ୍ଗଲ ପାଶ୍ୱର୍ରେ ରେ ଏକ ଅଚିହ୍ନା ବୃଦ୍ଧା ବ୍ୟକ୍ତିଙ୍କ ମୃତ ଦେହ ପଡିଥିବାର ସ୍ଥାନୀୟ ଲୋକମାନେ ଦେଖି ଆଶ୍ଚର୍ଯ୍ୟ ହେଇ କିଛି ଜାଣିପାରି ନଥିଲେ ସଙ୍ଗେସଙ୍ଗେ ତୁରନ୍ତ ସ୍ଥାନୀୟ ଅଭୟଚାନ୍ଦପୁର ଥାନା ଅଧିକାରୀ ସମୀର ରାଉତଙ୍କୁ ଫୋନ୍ ମାଧ୍ୟମରେ ଜଣାଇଥିଲେ।ତତ୍ କ୍ଷଣତ୍ ସେଠାରେ ଅଭୟଚାନ୍ଦ ପୁର ପୋଲିସ ଆସି ମୃତ୍ୟୁବରଣ କରିଥିବା ଅଚିହ୍ନା ବୃଦ୍ଧିକୁ ଉଦାହରଣ କରିବା ସହିତ ସ୍ଥାନୀୟ ଲୋକମାନେ ସହିତ ଆଲୋଚନା କରି ସଠିକ୍ ତଦନ୍ତ କରାଯାଇ ମୃତ ବ୍ୟକ୍ତିଙ୍କ ପ୍ରକୃତ ପରିଚୟ ଖୋଜାଯାଇ ପରିବାରକୁ ଜଣାଇଯିଆ ଯିବା ବେଲି ପୋଲିସ ପକ୍ଷରୁ ସୂଚନା ମିଳିଛି।