ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଷ୍ଟୁଡେଣ୍ଟସ କାଉନସିଲ୍ ଗଠିତ l ଡି.ପି.ଏସ୍. ପାରାଦୀପ ରିଫାଇନାରୀ ସ୍କୁଲ ର ଛାତ୍ର ଏସ୍.ଏସ୍. ସ୍ମୃତି ରଞ୍ଜନ ବୟେଜ୍ ହେଡ୍ ନିର୍ବାଚିତ l

ପାରାଦୀପ, 29/07/2025, ଉତ୍କଳ voice news - utkalvoicenews.com
Article Image
ଡି.ପି.ଏସ୍, ପାରାଦୀପ ରିଫାଇନାରୀ, ଡି.ଏ.ଭି, ସ୍କୁଲ ପାରାଦୀପ, ଡି.ଏ.ଭି. ସ୍କୁଲ, ପିପିଲ୍ ଓ ଡି.ଏ.ଭି. ପବ୍ଲିକ ସ୍କୁଲ, ଇଫ୍ଟକୋ ରେ ଯୁକ୍ତ ଦୁଇ ଶ୍ରେଣୀ ରେ ଅଧ୍ୟୟନ କରୁଥିବ ଛାତ୍ର/ଛାତ୍ରୀ ମାନଙ୍କୁ ନେଇ ଏକ ଷ୍ଟୁଡେଣ୍ଟସ କାଉନସିଲ୍ ଗଠନ କରାଯାଇଛି l ଉକ୍ତ କାଉନସିଲ୍ ନିର୍ବାଚନ ରେ ଯୁକ୍ତ ଦୁଇ (ବାଣିଜ୍ୟ) ଦ୍ଵିତୀୟ ବାର୍ଷିକ ଛାତ୍ର ଶ୍ରୀ ଏସ୍.ଏସ୍. ସ୍ମୃତିରଞ୍ଜନ , "ବୟେଜ ହେଡ୍ ଭାବେ" ନିର୍ବାଚିତ ହୋଇଛନ୍ତି l ଫଳରେ ଆଜି ପୂର୍ବାହ୍ନ ରେ ଡି.ପି.ଏସ୍, ପାରାଦୀପ ରିଫେନେରୀ ପରିସରରେ ଏକ ସ୍ବତନ୍ତ୍ର ଉତ୍ସବ ରେ ଏସ୍.ଏସ୍. ସ୍ମୃତିରଞ୍ଜନ ଙ୍କ ସମେତ ବିଭିନ୍ନ ବିଭାଗ ରେ ନିର୍ବାଚିତ ହୋଇଥିବ ଛାତ୍ର/ ଛାତ୍ରୀ ମାନଙ୍କୁ ସ୍କୁଲ ଅଧକ୍ଷ, ଶିକ୍ଷକ, ଶିକ୍ଷୟତ୍ରୀ ମାନେ ସମ୍ବର୍ଦ୍ଧିତ କରିଥିଲେ l ଛାତ୍ର, ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ମଧ୍ୟରେ ଗୁରୁ ଶିଷ୍ୟ ର ସମ୍ପର୍କ ରଖିବା ସହିତ ସ୍କୁଲ ର ସୁନାମ ବଜାଇ ରଖିବାକୁ ସ୍କୁଲ ଅଧକ୍ଷ ଜଗନେଶ୍ୱର୍ ଵୋରା ପରାମର୍ଶ ଦେଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଅଏଲ ରିଫାଇନାରୀ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ କୌଶିକ ବାସୁ, ଶିକ୍ଷକ ଜଗବନ୍ଧୁ ଚୌଧୁରୀ, ଦିଲ୍ଲୀପ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ଶ୍ରୀ ଏସ୍.ଏସ୍. ସ୍ମୃତି ରଞ୍ଜନ ହେଉଛନ୍ତି ଆଡଭୋକେଟ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଓ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କ କନିଷ୍ଟ ପୁତ୍ର l
Article Image
Article Image
1