ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ପ୍ରକାଶ ଲାଲ ଜି ଙ୍କ ୧୬ ତମ ସ୍ମୃତି ଦିବସ ଢେଙ୍କାନାଳ ରେ ପାଳିତ*

ଢେଙ୍କାନାଳ, 30/07/2025, ଉତ୍କଳ voice news - utkalvoicenews.com
Article Image
ଆଜି ଭାରତୀୟ ୟୋଗ ସଂସ୍ଥାନ ର ଢ଼େଙ୍କାନାଳ ୟୋଗ ଜିଲ୍ଲା ର ସୂର୍ଯ୍ୟ ମଣ୍ଡପ ୟୋଗ କେନ୍ଦ୍ରଠାରେ ଶ୍ରଦ୍ଧୟ ପ୍ରକାଶ ଲାଲ ଜୀ ଙ୍କର ୧୬ ତମ ସ୍ମୃତି ଦିବସରେ ପାଳନ କରାଯାଇଛି। ଉକ୍ତ ସ୍ମୃତି ଦିବସରେ ମୟୁରଭଂଜ ଜିଲ୍ଲାର ରିଟାର୍ଡ ଭିଜିଲାନସ୍ ଏସପି ଗଣେଶଚନ୍ଦ୍ର ପ୍ରଧାନଜି ମୂଖ୍ୟ ଅତିଥି ସୂର୍ଯ୍ୟ ମଣ୍ଡପ ଏମ.ଡି
Article Image
ଶ୍ରୀ ସୌମେନ୍ଦ୍ର ପଟ୍ଟନାୟକ ଜି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ।ଏଥିରେ ୟୋଗ ଜିଲ୍ଲା ପ୍ରଧାନ ସୁଶିଲ ଜି ଧ୍ୟାନ ଓ ଜିଲ୍ଲା ଉପ ପ୍ରଧାନ ରଘୁନାଥ ତ୍ରିପାଠୀ ଜି ସଭାପତିତ୍ବ କରିଥିଲେ। ଡ।,ଧାରମା ନନ୍ଦ ପୃଷ୍ଟି ଜି ପରିଚାଳନା କରାଇଥିଲେ ଇନ୍ଦିରା ଦେବତା ଜି ଆସନ ଓ ସମସ୍ତ ଅଧିକାରୀ ପ୍ରାଣାୟାମ ଓ କେନ୍ଦ୍ର ପ୍ରମୁଖ ସାଧକ ୟୋଗ କରିଥିଲେ। ଶେଷରେ ଶରତ କୁମାର ଲେଙ୍କା ଜି ଧନ୍ୟବାଦ୍ ଦେଇ ସଭା ସଙ୍ଗ କରାଇଥିଲେ l
Article Image
Article Image
9