ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମେଗା ଜଳ ପ୍ରକଳ୍ପ କାର୍ଯ୍ୟର ସମିକ୍ଷା କଲେ ଜିଲ୍ଲାପାଳ

ତିର୍ତ୍ତୋଲ, 18/01/2025, ଉତ୍କଳ voice news - utkalvoicenews.comଭାରତ ସରକାରଙ୍କ ଦ୍ଵାରା ହର ଘର ଜଲ ପାକଳ୍ପ ଦୁର୍ତ୍ତ ଗତିରେ ଆଗେଇ ଚାଲିଥିବା ବେଳେ। ଆଜି ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ମଣିଜଙ୍ଗା ଠାରେ ହେଉଥିବା ମେଗା ଜଳ ପାକଳ୍ପ ର କାଯ୍ୟ ସ୍ଥିତି କୁ ଅନୁଧ୍ୟାନ କରିବା ସହିତ ଉଚଗତିରେ କାର୍ଯ୍ୟ କୁ ଆଗେଇ ନେବା ପାଇଁ କାର୍ଯ୍ୟ କରୁଥିବା ଏଲ ଆଣ୍ଡ ଟି କମ୍ପାନୀ କୁ ନିର୍ଦେଶ ଦେବା ସହିତ କାର୍ଯ୍ୟର ପ୍ରଶଂସା କରିଥିଲେ ।
Article Image
ଜିଲ୍ଲାପାଳ ଙ୍କ ସହ କୁଜଙ୍ଗ ବିଡିଓ,ତିର୍ତ୍ତୋଲ ବିଡିଓ,ତିର୍ତ୍ତୋଲ ତହସିଲଦାର,ଜଳ ଓ ପରିମଳ ବିଭାଗ ର ମୁଖ୍ୟ ଯନ୍ତ୍ରୀ ଓ ଏଲ ଆଣ୍ଡ ଟି କମ୍ପାନୀ ର ପ୍ରୋଜେକ୍ଟ ମ୍ୟାନେଜର କଲମ ଜିନ୍ଦଲ ଙ୍କ ସହ କମ୍ପାନୀ ଅନ୍ୟାନ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଖୁବଶୀଘ୍ର କାର୍ଯ୍ୟ ସରିବ ବୋଲି ଏଲ ଆଣ୍ଡ ଟି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ଏହି ପକଳ୍ପ ହେଲେ ୫୪୪ ଗାଁ ଉପକୃତ ହେବେ।
Article Image
1