ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଉତ୍କଳ ଛାତ୍ର ସଂଘ ପକ୍ଷରୁ ଭାଇ ପାଇଁ ରାକ୍ଷୀ

ବୁଗୁଡ଼ା, 30/07/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ଉତ୍କଳ ଛାତ୍ର ସଂଘ ବୁଗୁଡ଼ା ନଗର ପକ୍ଷରୁ ଭାଇ ପାଇଁ ରାକ୍ଷୀ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଉତ୍କଳ ଛାତ୍ର ସଂଘ ବୁଗୁଡ଼ା ନଗର ପକ୍ଷରୁ ବଳଦେବଜୀଉ ମନ୍ଦରରେ ପହଞ୍ଚି ସେଠାରେ ପୂଜାର୍ଚ୍ଚନା କରି ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଯଥା NAC କାର୍ଯ୍ୟାଳୟ, ବୁଗୁଡ଼ା ତହସିଲ ଅପିସ, ବନ ବିଭାଗ କାର୍ଯ୍ୟାଳୟ, ପୋଲିସ ଷ୍ଟେସନ, ବ୍ଲକ୍ କାର୍ଯ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବୁଗୁଡ଼ା ମେଡିକାଲ ମାନଙ୍କରେ ପହଞ୍ଚି ଭାଇ ମାନଙ୍କୁ ରାକ୍ଷୀ ବାନ୍ଧି ଥିଲେ। ଏହି କାର୍ଯ୍ୟକର୍ମ ରେ ଉତ୍କଳ ଛାତ୍ର ସଂଘ ଗଞ୍ଜାମ ଜିଲ୍ଲା ସଭାପତି ରାକେଶ ଜେନା, ଛାତ୍ରୀ ପ୍ରମୁଖ ମାମଲି ନାୟକ , ସୋନାଲି ଜେନା, ରୂପାଲି ଜେନା, କାବେରୀ ସାହୁ, ପୂଜା ଡାକୁଆ, ଲିପିକା ମହାପାତ୍ର, ବହୁ ଛାତ୍ରୀ ମାନେ ଯୋଗ ଦେଇଥିଲେ।
Article Image
Article Image
10