ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦେଵୀନଦୀରେ ଆଉଗୋଟେ ପୋଲ କୋରୁଆ ରୁ ସଂଯୋଗ ହେବ ନାଟିକୁ ସିଠାଳ ଦ୍ବିପାଞ୍ଚଳ କୁ ହେଲା 5ଟି ସେତୁ |

ଜଗତସିଂହପୁରପୁର, 31/07/2025, ଉତ୍କଳ voice news - utkalvoicenews.com(ସରୋଜ ନାୟକ ଙ୍କ ରିପୋର୍ଟ) :
Article Image
ଆଜି ବିଧାୟକ ଅମରେନ୍ଦ୍ର ଦାସ ଙ୍କ ନିର୍ଦେଶରେ ବିଭାଗୀୟ ଅଧିକାରୀମାନ ଆଳିପିଙ୍ଗଳ ଗ୍ରାମପଞ୍ଚାୟତ ର କୋରୁଆ ଓ ନିଆଳି ବ୍ଲକ, ଏକାବେରୁଆଁ ଗ୍ରାମପଂଚାୟତ ର ନାଟି ଗ୍ରାମର ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲେ |ଏହି ପୋଲ ନିର୍ମାଣ କରାଗଲେ, ଜଗତସିଂହପୁର,ଓ ନାଉଗାଁ ଅଞ୍ଚଳ ସହିତ ଦ୍ବିପାଞ୍ଚଳର ସଳଖ ସଂଯୋଗ ହୋଇ ପାରିବ |ସରକାର ଲାଭବାନ ହେବେ, ଲୋକ ଉପକୃତ ହେବେ |ଉକ୍ତ ପୋଲ ନିର୍ମାଣ କରିବା ପାଇଁ ଆସନ୍ତା ବଜେଟ ରେ ଅର୍ଥବ୍ୟବସ୍ଥା କରିବା ପାଇଁ, ବିଧାୟକଙ୍କ ଜରିଆରେ ଗଣନିବେଦନ କରା ଯାଇଛି |ଗଣ ନିବେଦନ ପାଇଁ ଦସ୍ତଖତ ସଂଗ୍ରହ କାର୍ଯ୍ୟକ୍ରମ କୁ ଉପକୂଳ ଓଡିଶା ର ଆବାହକ ସରୋଜ ନାୟକ, ଯୁବ ବିଜେପି ନେତା ସଞ୍ଜୟ ପୋଲେଇ ସଂଯୋଜନା କରିଥିଲେ |,
Article Image
1