କୁଜଙ୍ଗ, 19/01/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କୁଜଙ୍ଗ ଆଥିଲେଟିକ କ୍ଲବ ପରିସରରେ ଆଜି ଆଥିଲେଟିକ କ୍ଲବ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ଆଥିଲେଟିକ କ୍ଲବ ର ଆସିଥିବା ବରିଷ୍ଠ ଓ ଜୁନିୟର ମାନଙ୍କୁ ନେଇ ସଭାପତି ଓ ସମ୍ପାଦକ ଚୟନ କରାଯାଇଥିଲା।ସଭାପତି ଭାବରେ ଦିଲୀପ କୁମାର ସାହୁ ଓ ସମ୍ପାଦକ ରଞ୍ଜିନିକାନ୍ତ ଗୁରୁ,ବରିଷ୍ଠ ମେମ୍ବର ପଫୁଲ କୁମାର ପାତ୍ର, ଧୁରିବ ଚରଣ ସେଠି, ଅସକ କୁମାର ନାଥ, ରାଜେନ୍ଦ୍ରନାରାୟଣ ଗୁରୁ, ନିଲୁ ପଟ୍ଟନାୟକ, ନୃସିଂହ ଚରଣ ଗୁରୁ, ପଦନୟ ପଟ୍ଟନାୟକ, ସେକ ରସିଦଉଲା ,ରଶ୍ମିରଞ୍ଜନ ସାମନ୍ତରାୟ, ବିଶ୍ୱନାଥ ମଲ୍ଲିକ, ବୈଷ୍ଣବ ଦାସ, ହଗୁରା ନାଥ, ଦେବେନ୍ଦ୍ର ରାଜଗୁରୁ, ସକ ଅପତାର ଅଲ୍ଲୀ, ସନ୍ତୋଷ ମଲ୍ଲ ଓ ପୂର୍ବ ସଭାପତି ଏନ୍ଡିଯାଦବ,ବହୁ କର୍ମକତା ଉପସ୍ଥିତ ଥିଲେ।
ତେବେ ଆଥିଲେଟିକ କ୍ଲବ ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ପାଇଁ କ୍ଲବ ଆଗାମୀ ଦିନରେ କିପରି ବଜାୟ ରଖିବ ସେ ଦିଗରେ ବିସ୍ତ୍ରୁତ ଭାବେ ଆଲୋଚନା କରାଯାଇଥିଲା। ଏଥିସହିତ କୁଜଙ୍ଗ ଅଞ୍ଚଳର ସେବା ନିବୃତ କରି ସେମାନଙ୍କ ଅର୍ଥନୈତିକ ସୁରକ୍ଷା ଦାବି କରିବା ପାଇଁ ନିଷ୍ପତ୍ତି କରାଗଲା।ଏହି ବୈଠକକୁ ପୂର୍ବତନ ସଭାପତି ଏନ୍ଡି ଯାଦବ ସଂଯୋଜନା କରିଥିଲେ।