ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଶ୍ରୀ ଶ୍ରୀ ଜୟ ଗୋପାଳ ଜିଉ ବିଜେ ସ୍ଥଳୀ ରେ ଝୁଲଣ ପର୍ବ*

ଢେଙ୍କନାଳ, 06/08/2025, ଉତ୍କଳ voice news - utkalvoicenews.com(ଶୁଭମ୍ ପାଣି ଙ୍କ ରିପୋର୍ଟ) :
Article Image
ଜୟ ଗୋପାଳ ସାହି ରେ ଗତକାଲି ମଙ୍ଗଳ ବାର ଠାରୁ ଅଧିବାସ ପୂଜା କରାଯାଇ ଝୁଲଣ ପର୍ବ ଆରମ୍ଭ ହେଇଛି । ଏହି ଝୁଲଣ ପର୍ବ ୫ ଦିନଧରି ଚାଲୁ ରହିବ । ପ୍ରତେକ ଦିନ ସନ୍ଧ୍ୟା ଆଳତି ପରେ ଭଜନ କୀର୍ତ୍ତନ ସହ ମହା ସମାରୋହରେ ଝୁଲଣ ବେଦୀ କୁ ବିଜେ କରାଯାଏ । ରାତି ୧୦ ଟା ପର୍ଯ୍ୟନ୍ତ ଏହି ଝୁଲଣ ଉତ୍ସବ ଅନୁଷ୍ଠିତ ହୁଏ। ଏହି ଅନୁଷ୍ଠାନ ସଦସ୍ୟ, ଗ୍ରାମ ବାସି ଓ ଦେବତ୍ରୟ ବିଭାଗ ସହଯୋଗ କ୍ରମେ ଯଥା ସଭାପତି ଗୁପ୍ତେଶ୍ୱର ମିଶ୍ର ,ପୂଜକ ସନ୍ତୋଷ କୁମାର ଦେବତା ,ଖଗେଶ୍ବର ସାହୁ,ସନ୍ତୋଷ କୁମାର ସେଠୀ ,ଶ୍ରୀକାନ୍ତ ସେଠୀ, ସରୁପା ନନ୍ଦ ଦାସ, ପରମାନନ୍ଦ ସିଂହ ଗ୍ରାମବାସୀଙ୍କ ସହଯୋଗରେ ଦିର୍ଘ ବର୍ଷ ଧରି ଏହି ଅନୁଷ୍ଠାନ ହେଉଅଛି।
1