ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*କୋରିଆ ୟୋଗ କେନ୍ଦ୍ର ରେ ବାର୍ଷିକ ଉତ୍ସବ ପାଳିତ।*

*ଢ଼େଙ୍କାନାଳ*, 08/08/2025, ଉତ୍କଳ voice news - utkalvoicenews.com( ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଅଜି ସକାଳ ୬ ଠାରୁ କୋରିଆ ୟୋଗ କେନ୍ଦ୍ରରେ ବାର୍ଷିକ ଉତ୍ସବ ଧୁମ୍ ଧାମରେ ପାଳନ କରାଯାଇଛି l ଏଥିରେ ପ୍ରଥମ ଦୀପ ପ୍ରଜ୍ବଳନ କରାଯାଇଥିଲା , ଶ୍ରୀ ସୁରେଶ କୁମାର ମହାପାତ୍ର ଜି ସଭା ପତିତ୍ୱ କରିଥିଲେ ।କରିଥିଲେ ଓ ସମ୍ମାନିତ ଅତିଥି ଭାବେ ରଘୁନାଥ ରେଡ୍ଡୀ ଜି ମଧ୍ୟ ମଞ୍ଚ।ସିନ ହୋଇଥିଲେ । ଢ଼େଙ୍କାନାଳ ୟୋଗ ଜିଲ୍ଲାର ଜିଲ୍ଲା ପ୍ରଧାନ ସୁଶିଲ ଜି ଓ ଉପ ପ୍ରଧାନ ରଘୁନାଥ ଜି ।ଜିଲ୍ଲା ମନ୍ତ୍ରୀ ଦିଲ୍ଲୀପ ଜି ଓ ଜିଲ୍ଲା ସଂଗଠନ ମନ୍ତ୍ରୀ ଡା , ନିରଦ ଜି ମଞ୍ଚ। ସିନ ହୋଇଥିଲେ । ମଞ୍ଚ ପରିଚାଳନା ରଘୁନାଥ ତ୍ରିପାଠୀ ଜି କରିଥିଲେ ।ପ୍ରଥମ ସ୍ବାଗତ ଓଡ଼ିଶୀ ନୃତ୍ୟରେ କର। ଯାଇଥିଲା ।ଶ୍ରୀ ବିଜୟ କୁମାର ସାହୁ ଜି ପୁଷ୍ପ ବୃକ୍ଷ ଦେଇ ଅତିଥି ଓ ଜିଲ୍ଲା ଅଧିକାରୀ ମ।ନଙ୍କୁ ସମ୍ମାନିତ କରିଥିଲେ। ଏଥିରେ କୋରିଆ ୟୋଗ କେନ୍ଦ୍ର ର ସମସ୍ତ ସାଧକ ସାଧିକl ଆସନ ପ୍ରଦ ର୍ସନ କରିଥିଲେ। ସଙ୍ଗୀତ ଇନ୍ଦିରା ଜି ସୁଜାତା ଜି , ସ୍ମିତା ଜି , ସ୍ୱର୍ଣଲିକା ଜି , ସ୍ନେହ ମାୟୀ ଜି ଗଣ କରିଥିଲେ । ଶରତ କୁମାର ଲେଙ୍କା ଜି ବାର୍ଷିକ ବିବରଣୀ ପାଠ କରାଇଥିଲେ । ପ୍ରତାପ ପତି ,ଆସନ ଓ ରଘୁନାଥ ରେଡ୍ଡୀ ଜି ପ୍ରାଣାୟାମ କରି ଥିଲେ। ୟୋଗ ଦ୍ଵାରା କିପରି ଲାଭ ମିଳିବ। ସୁରେଶ୍ କୁମାର ମହାପାତ୍ର ଜି କହିଥିଲେ ଶେଷରେ ଡ଼ା, ଧର୍ମ।ନନ୍ଦ ପୃଷ୍ଟି ଜି ଧନ୍ୟବାଦ୍ ଇନ୍ଦିରା ଜି ସାନ୍ତି ପାଠ କରାଇ ଥିଲେ । ସଭା ସଙ୍ଗ ପରେ ଜଳ ପ।ନ କରି ଆନନ୍ଦରେ କରିଥିଲେ। କୋରିଆ ୟୋଗ କେନ୍ଦ୍ର ର ସହ ଯୋଗୀ ମାନେ ଉମେଶ ଜି, ଅଭିମନ୍ୟୁ ଜି ସରୋଜ ଜି ବିଭୂତି ଜି । ସନାତନ ଜି , ନରେଶ ପ।ଲ୍ ଜି , ରଘୁନାଥ ଜି । ଓ ଅନ୍ୟମାନେ ସହଯୋଗ କରିକରିଥିଲେ । ଶେଷରେ ପତ୍ୟ।ଗମନ୍ କରିଥିଲେ ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟ କ୍ରମ ମଧ୍ୟ କରାଯାଇଥିଲା
1