ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାୟଗଡ଼ା ଲାୟନ୍ସ କ୍ଳବ୍ ଆନୁକୁଲ୍ୟରେ ସ୍ଵାସ୍ଥ୍ୟ ପରିକ୍ଷଣ ଶିବିର ଅନୁଷ୍ଠିତ

ରାୟଗଡ଼ା, 13/08/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) 👉🏻
Article Image
ରାୟଗଡ଼ା ଲାୟନ୍ସ କ୍ଳବ୍ ପକ୍ଷରୁ ଲାୟନ୍ସ ବିଲଡିଙ୍ଗି ପରିସରରେ ଏକ ସ୍ଵାସ୍ଥ୍ୟ ପରିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱର ସ୍ଥିତ ମଣି ପାଲ୍ ହସ୍ପିଟାଲ ରୁ ଡଃ.ଜିତେନ୍ଦ୍ର ପଟ୍ଟନାୟକ, ହୃଦ୍ ରୋଗ ବିଶେଷଜ୍ଞ, ଡ଼ଃ. ରିତେଶ କୁମାର, ସ୍ନାୟୁ ରୋଗ ବିଶେଷଜ୍ଞ ଏବଂ ତାଙ୍କରି ଟିମ୍ ଯୋଗ ଦେଇଥିଲେ ଏଵଂ ଇ.ସିଂ.ଜି, ରକ୍ତ ପରୀକ୍ଷା କରି, ୭୦ ଜଣ ରୋଗୀଙ୍କୁ ଦରକାରୀ ଉପଦେଶ ଦେଇଥିଲେ। ଏହି ପରିକ୍ଷଣ ଶିବିର ରେ ଭି.ଡି.ଜି.ଲାୟନ୍.ଅଶ୍ଵିନୀ କୁମାର ଦାସ, ଜି.ଏଲ୍ଲ.ଟି.କୋଅର୍ଡିନେଟର୍ ଲାୟନ୍ ସୁଶ୍ରିତା ଦାସ, କ୍ୱେଷ୍ଟ ଚେୟାର ପର୍ସନ୍ ଲାୟନ୍ ଟି.ଜୟରାମ, ଜେଡସି ଲାୟନ୍ ଡ଼ଃ ପ୍ରସନ୍ନ କୁମାର ଗନ୍ତାୟତ, ଉପ ସଭାପତି ଲାୟନ୍. ପ୍ରତାପ ଚନ୍ଦ୍ର ବାଉରି, ଡଃ.ବାବୁରାମ ମହାନ୍ତି, ଉପଦେଷ୍ଟା ଲାୟନ୍. ସତ୍ୟବାଦୀ ପତି, ଡ଼ଃ.ଦୁଃଖି ଶ୍ୟାମ ଦାସ, ଡ଼ଃ.ଲକ୍ଷ୍ମୀ ନାରାୟଣ ସାହୁ, ରମେଶ ଗୋଲାନି, ଭି. ମୁରଲି କ୍ରିଷ୍ଣା, ଦାସରଥି ରାଜଗୁରୁ, ଉଦୟ ଚନ୍ଦ୍ର ପଣ୍ଡା, କସ୍ତୁରୀ ସାହୁ, ରିନା ରାଣି ଲେଙ୍କା, ଅଞ୍ଜଳି ସତପଥି, କସ୍ତୁରୀ ମହାନ୍ତି, ଏବଂ କ୍ଳବର ଅନ୍ୟାନ୍ୟ ସଭ୍ୟ ଯୋଗଦାନ କରି ଶିବିର ସଫଳ କରିବାରେ ସହଯୋଗ କରିଥିଲେ। ସଭାପତି ଲାୟନ୍. ଲାଲ୍ ଵିହାରି ଲେଙ୍କା, ସମ୍ପାଦକ ଲାୟନ୍. କେ.ଶ୍ରୀନିବାସ ରାଓ, କୋଷାଧ୍ୟକ୍ଷ ଲାୟନ୍. କେ.ଵଂଶି କିରୀଟି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ।
Article Image
1