ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶଙ୍କୁଳ ସ୍ଥରିୟ ଜ୍ଞାନବିଜ୍ଞାନ ମେଳାରେ ଟିକିରି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର କୃତିତ।

ଟିକିରି, 13/08/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) 👉🏻 ରାୟଗଡା ଜିଲ୍ଲା ସଦର ମହକୁମା ଗାୟତ୍ରୀ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶଙ୍କୁଳସ୍ଥରୀୟ ଜ୍ଞାନ ବିଜ୍ଞାନ ମେଳ ଅନୁଷ୍ଟିତ ହୋଇଯାଇଛି। ଏଠାରେ ଜିଲ୍ଲାରେ ଥିବା ୬ଟି ବିଦ୍ୟାଳୟର ଭାଇ ଓ ଭଉଣୀ ଭାଗ ନେଇଥିଲେ।ସେହିପରି ଟିକିରି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୯ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।ସେଥିମଧ୍ୟରୁ ୧୪ ଜଣ ପ୍ରଥମ ସ୍ଥାନ,୨୫ଜଣ ଦ୍ଵିତୀୟ ସ୍ଥାନ ଏବଂ ୩ଜଣ ତୃତୀୟ ସ୍ଥାନ ହୋଇ ପୁରସ୍କୃତ ହୋଇଥିଲେ ।
Article Image
1