ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ବିଜେପି ପକ୍ଷରୁ ତ୍ରୀରଙ୍ଗା ଯାତ୍ରା*

ଏରସମା, 15/08/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ୍ ବିଜେପି ପାର୍ଟି ଅଫିସ ଠାରେ ତ୍ରୀରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି। ବାଲିକୁଦା ଏରସମା ବିଜେପି ନେତା ସତ୍ୟ ସାରଥୀ ମହାନ୍ତିଙ୍କ ନେତୃତ୍ୱରେ ତ୍ରିରଙ୍ଗା ଶୋଭାଯାତ୍ରା ଏରସମା ପାର୍ଟି ଅଫିସ ଠାରୁ ବାହାରି ଏରସମା ଥାନା ପାଖରେ ଶେଷ ହୋଇଛି।ଏହି ଶୋଭାଯାତ୍ରାରେ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ନୃସିଂହ ସାହୁ, ସାଂସଦଙ୍କ ପ୍ରତିନିଧି ଜଟାଧାରୀ ସ୍ୱ।ଇଁ,ଏରସମା ମଣ୍ଡଳ ସଭାପତି ଅମରେନ୍ଦ୍ର ଦଳାଇ, ବାଲିତୁଠ ମଣ୍ଡଳ ସଭାପତି ବିକ୍ରମଜିତ ସାମନ୍ତରାୟ, ବିଜେପି ଯୁବନେତା ଶିବପ୍ରସାଦ ମଲ୍ଲ,ଚଟୁଆ ପଞ୍ଚାୟତ ପ୍ରମୁଖ ବିପିନି ନାୟକ , ପଦ୍ମଲୋଚନ ଦାଶ, ପବିତ୍ର ମୋହନ ମଙ୍ଗରାଜ,ସାରଦା ପ୍ରସାଦ ସତପଥି,ପ୍ରଶାନ୍ତ ସ୍ୱ।ଇଁ,ପଲ୍ଲବ ପଟ୍ଟନାୟକ, ସୁଧାଂଶୁ ଦାଶ, ପ୍ରଦୀପ ବେହେରା, ପ୍ରଶାନ୍ତ ପାତ୍ରଙ୍କ ସହିତ ଏରସମା ବ୍ଲକର ପଚିଶି ଗୋଟି ପଞ୍ଚାୟତର ବହୁ ଦଳୀୟ କର୍ମୀ ଓ ସାଧାରଣ ଜନତା ଏହି ଶୋଭାଯାତ୍ରାରେ ଯୋଗଦେଇଥିଲେ।
Article Image
1