ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ବିଭିନ୍ନ ସ୍ଥାନରେ ୭୯ ତମ ସ୍ୱାଧୀନତା ଦିବସ ପାଳନ*

ଏରସମା, 15/08/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ଦେଓ୍ବ।ନୀ ତଥା ବିଚାରୀୟ ବିଭାଗୀୟ ଅଦାଲତରେ ଅଦାଲତର ବିଚାରପତି ରୋଷନୀବାଳା ସେନାପତି ପତ୍ତକା ଉତ୍ତୋଳନ କରିଥିଲେ। ଏରସମା ମକରଧ୍ୱଜ ଶିଳ୍ପ ତାମିଲ କେନ୍ଦ୍ର ଓ ଆଞ୍ଚଳିକ ଯୁବ ପରିଷଦ ଠାରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ପତ୍ତକା ଉତ୍ତୋଳନ କରିଥିଲେ।ଏରସମା ପଞ୍ଚାୟତ ସମିତି ଅଫିସ୍ ରେ ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର ପତ୍ତକା ଉତ୍ତୋଳନ କରିଥିଲେ। ଏରସମା ବ୍ଲକ ବିଜୁଜନତା ଦଳ କାର୍ଯ୍ୟଳୟରେ ଏରସମା ବ୍ଲକ ବିଜୁଜନତା ଦଳର ସଭାପତି ପୀତବାସ ଗଛାୟତ ପତ୍ତକା ଉତ୍ତୋଳନ କରିଥିଲେ।  କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ସଭାପତି ବଲ୍ଲାଭନନ୍ଦ ସ୍ୱ।ଇଁ ପତ୍ତକା ଉତ୍ତୋଳନ କରିଥିଲେ। ଏରସମା ଜଳଯୋଗାଣ ଅଫିସିରେ କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ପରିଡ଼ା ପତ୍ତକା ଉତ୍ତୋଳନ କରିଥିଲେ। ଚଟୁଆ ସମବାୟ ସମିତିରେ ସମବାୟ ସମିତିର ସଭାପତି ସଞ୍ଜୟ କୁମାର ମହାନ୍ତି ପତ୍ତକା ଉତ୍ତୋଳନ କରିଥିବା ବେଳେ ଚଟୁଆ ଦୃଗାତ୍ସାବ ସମିତିର ସଭାପତି ମନୋଜ କୁମାର ମହାନ୍ତି ପତ୍ତକା ଉତ୍ତୋଳନ କରିଥିଲେ, ସେହିପରି ଚଟୁଆ ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟିର ସଭାପତି ଦେବଦତ୍ତ ସାହାଣୀ ପତ୍ତକା ଉତ୍ତୋଳନ କରିଥିଲେ।ଚଟୁଆ ଐତିହାସିକ ପୀଠ ବେଡିମଠରେ ସମାଜସେବୀ ସୁରେନ୍ଦ୍ର ନାଥ ମିଶ୍ର ପତ୍ତକା ଉତ୍ତୋଳନ କରିଥିଲେ।ଗାଦିବ୍ରହ୍ମ ବିଦ୍ୟାପୀଠ ଇରିବିଣାରେ ପୂର୍ବତନ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ସ୍ୱାଇଁ ପତ୍ତକା ଉତ୍ତୋଳନ କରିଥିଲେ।ଜପା ପଞ୍ଚାୟତ ଅଫିସ୍ ରେ ସରପଞ୍ଚ ବିଦୁଲତା ରାଉତ ପତ୍ତକା ଉତ୍ତୋଳନ କରିଥିଲେ।
Article Image
Article Image
Article Image
1