ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ୭୯ ତମ ସ୍ବାଧିନତା ଦିବସ ପାଳନ

ଢ଼େଙ୍କାନାଳ, 15/08/2025, ଉତ୍କଳ voice news - utkalvoicenews.com( ଶୁଭମ୍ ପାଣି ଙ୍କ ରିପୋର୍ଟ ) 👉🏻
Article Image
ଢ଼େଙ୍କାନାଳ ଲକ୍ଷ୍ମୀ ବଜାର ସ୍ଥିତ ଭାରତୀୟ ମୁଖ୍ୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ୭୯ ତମ ସ୍ବାଧିନତା ଦିବସ ପାଳନ କରାଯାଇଅଛି। ଉକ୍ତ ସମାରୋହ କୁ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର ପତାକା ଉତ୍ତୋଳନ କରିଥିଲେ। ସମସ୍ତ ସୁରକ୍ଷା କର୍ମୀ ଏବଂ ଜେନେରାଲ ସେକ୍ରେଟାରୀ ଶ୍ରୀ ଗୋପାଳ ଚନ୍ଦ୍ର ସାହୁ ୱେଲ୍ଫେଏୟାର ଜିତେନ୍ଦ୍ର କୁମାର ଦାସ , ଶ୍ରୀ ଅମରେନ୍ଦ୍ର ସାହୁ ଏବଂ ଅନ୍ୟ କର୍ମଚାରୀ ଓ ଅବସର ପ୍ରାପ୍ତ କର୍ମଚାରୀ ଯୋଗ ଦେଇଥିଲେ। ମୁଖ୍ୟ ପ୍ରବନ୍ଧକ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର ଅଭିଭାଷଣ ଦେଇଥିଲେ।
10