ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ପ୍ରଥମ ଓଡ଼ିଶା ଏବଂ JSW ତରଫରୁ ସ୍ବାଧିନତା ଦିବସ ପାଳିତ ହୋଇଛି*

ଏରସମା, 15/08/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ୍ ଅନ୍ତର୍ଗତ khuranta ପଞ୍ଚାୟତ ଅନ୍ତର୍ଗତ khuranta ଓ Nuliasahi ଗ୍ରାମରେ ପ୍ରଥମ ଓଡ଼ିଶା ତରଫରୁ ସ୍ବାଧିନତା ଦିବସ ମହା ସମା ରୋହରେ ପାଳନ କରାଯାଇଛି।ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଯୋଗ ଦେଇଥିବା ବେଳେ,ବିଦ୍ୟାଳୟ ର ପ୍ରେସିଡେଣ୍ଟ ,khuranta cluster ର CRCC ,ଅଙ୍ଗନୱାଡ଼ି ଦିଦି, ମୋ ସ୍କୁଲର ପ୍ରେସିଡେଣ୍ଟ ଏଵଂ ସମସ୍ତ ଅଭିଭାବକ ମାନେ ଯୋଗ ଦେଇଥିଲେ।ପିଲାମାନଙ୍କ ଦ୍ଵାରା କିଛି ପ୍ରତିଯୋଗିତା କାର୍ଯ୍ୟକ୍ରମ କରା ଯାଇଥିଲା। ଯଥା -ବକ୍ତୃତା,ସଙ୍ଗୀତ,ନୃତ୍ୟ ଇତ୍ୟାଦି ଏହି ପ୍ରତି ଯୋଗିତରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରା ଯାଇଥିଲା।ଏଥିରେ ଜିଲ୍ଲା ସଂଯୋଜକ କୁମୁଦ ରଞ୍ଜନ ମହାନ୍ତି ସଭା କାର୍ଯ୍ୟକୁ ପରିଚାଳନା କରୁଥିବା ବେଳେ ,ସୌଦାମିନୀ ସାହୁ,ଅନିତା ବେହେରା,ସାକୁଲି କଳା ପାହାଡ଼,ପ୍ରିୟବ୍ରତ ନାୟକ ଓ ହେମନ୍ତ କୁମାର ପ୍ରଧାନ ସହଯୋଗ କରିଥିଲେ।
Article Image
Article Image
Article Image
10