ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଳିକା ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ

ରାହାମା, 22/01/2025, ଉତ୍କଳ voice news - utkalvoicenews.com୨୨. ୦୧. ୨୦୨୫ ସାରଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାହାମା ବାଳିକା ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ତା ୧୮. ୦୧. ୨୦୨୫ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟିତ ସଭା ରେ ମହାବିଦ୍ୟାଳୟ ଅଧକ୍ଷ୍ୟ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ନାୟକ ପ୍ରଦୀପ ପ୍ରଜ୍ବଳନ କରି ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା କୌଶଳର ଆବଶ୍ୟକତା ଓ ଗୁରୁତ୍ୱକୁ ଜଣାଇବା ସହିତ ଆଠ ଦିନ ଧରି ଚାଲିବାକୁ ଥିବା। ଏହି କାର୍ଯ୍ୟକ୍ରମ କୁ କିଭଳି ସଫଳ କରାଯାଇପାରିବ ସେହି ବିଷୟରେ ଅବଗତ କରାଇଥିଲେ। ସମାଜ ପାଇଁ ଛାତ୍ରୀ ମାନଙ୍କ ସୁରକ୍ଷା ଏକ ଆଲୋଚନା ବିଷୟ ବସ୍ତୁ ଥୀଲା।ଏହି ଅବସରରେ ମଞ୍ଚରେ ମହାବିଦ୍ୟାଳୟ ର ପ୍ରଶାସନ ଅଧିକାରୀ ପ୍ରାଧ୍ୟାପକ ଅସୀମ ଅମିତାଭ ଦାଶ, ଆକାଉଣ୍ଟ ବର୍ସାର ପ୍ରାଧ୍ୟପକ ମନୋଜ କୁମାର ମହାନ୍ତି ଦୁଇ ପ୍ରଶିକ୍ଷଣ ଶୁଭଲକ୍ଷ୍ମୀ ଭୂୟାଁ ଓ ରୋଜାଲିନ ପରିଡା, ଦୁଇ ସଂଯୋଜିକା ଲକ୍ଷ୍ମୀପ୍ରିୟା ମଲ୍ଲ ଓ ଅର୍ଣ୍ଣପୂର୍ଣ୍ଣା ପଣ୍ଡା ଏବଂ ଅନ୍ୟତମ ଅଧ୍ୟାପକ ରାକେଶ କୁମାର କାଣ୍ଡି ଉପସ୍ଥିତ ଥିଲେ
Article Image
1