ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*79 ପବିତ୍ର ତମ ସ୍ଵାଧୀନତା ଦିବସ ଅବସରରେ ବିବେକାନନ୍ଦ ୟୁଥ କ୍ଲବ ପକ୍ଷରୁ ପାରାଦ୍ୱୀପ ବିଭିନ୍ନ ସ୍ଥାନରୁ ବୁଢା ବାପ ମା ମାନଙ୍କୁ ଛତା ବଣ୍ଟନ*

ପାରାଦ୍ୱୀପ, 15/08/2025, ଉତ୍କଳ voice news - utkalvoicenews.com
Article Image
ପବିତ୍ର ସ୍ୱାଧନତା ଦିବସ ଅବସରରେ ପାରାଦ୍ଵୀପ ର ଅଗ୍ରଣୀ ସଂଗଠନ ବିବେକାନନ୍ଦ ୟୁଥ୍ କ୍ଳବ୍ ବୃଦ୍ଧ ବାପା ମାଙ୍କ ନିମନ୍ତେ ଗୋଟେ ଗୋଟେ ଛତା ଦିଆଯାଇଥିଲା ଯାହା ତାଙ୍କୁ ଖରା ବର୍ଷାରୁ ସୁରକ୍ଷା ଦେବ ଏହି କାର୍ଯ୍ୟକ୍ରମରେ ବିଜୟଚାନ୍ଦ ପୁର, ମୂଷଡିଆ, ଲକପଡା ,ବିଜୟନଗର, ଓ ଭିମାନସିର ପ୍ରାୟ ୨୦୦ ରୁ ଅଧିକ ବୃଦ୍ଧ, ବୃଦ୍ଧା ମାନଙ୍କୁ ଛତା ଓ ଶୁଖିଲା ଖାଦ୍ୟ ଦିୟାଯାଇଥିଲ ଉକ୍ତ କାର୍ଯୟକ୍ରମରେ ପାରାଦୀପ ବ୍ରହ୍ମକୁମାରି ବିଶ୍ୟବିଦ୍ୟାଳୟର ମୁଖ୍ୟ ସୁମନ ଭଉଣୀ ଓ ତାଙ୍କ ସହଜଗି, ସମାଜସେବୀ ସଂଯୁକ୍ତ ନାୟକ ବ୍ୟବସାୟୀ ପରେସ ମଣ୍ଡଳ ବିଜୟଚାନ୍ଦପୁର ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ଵାଧୀନତା ଦିବସ ବିଷୟରେ କହିବା ସହିତ ସଂଗଠନର ସମାଜ ସେବା କାର୍ଯ୍ୟକ୍ରମକୁ ସାଧୁବାଦ୍ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ କ୍ଲବ ର ସଭାପତି ଜଗନ୍ନାଥ ହଲଦାର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଅନ୍ୟାନ୍ୟ ସଭ୍ୟମାନେ ସହୋଜୋଗ କରିଥିଲେ
Article Image
Article Image
1