ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଦୃର୍ଗା ମା‌" ଙ୍କ ମାଟି ଉଠାଣ ପାଇଁ ମୂର୍ତ୍ତିକା ପୂଜା*

ଏରସମା, 15/08/2025, ଉତ୍କଳ voice news - utkalvoicenews.com*( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ )* 👉🏻
Article Image
ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ଦୃଗାତ୍ସବ କମିଟି ପୂରାତନ ଛାତ୍ର ସଂଘ ତରଫରୁ ଶୁକ୍ରବାର ଦିନ ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ ତିଥିରେ ବେଲଗଛ ମୂଳରୁ ମା" ଦୃଗାଙ୍କର ମାଟି ଉଠାଣ କରାଯାଇଥିଲା । ଦୀର୍ଘ ୭୨ ବର୍ଷ ଧରି ଦୃଗାପୂଜାର କର୍ତ୍ତା ହୋଇ ଆସୁଥିବା କୁଳମଣି ବିଶ୍ବାଳଙ୍କ ଜରିଆରେ ମାଟି ଆସି ଘଣ୍ଟ ଘଣ୍ଟି ବାଜା ବାଣ ସହିତ ଚଟୁଆ ଦୃଗା ମଣ୍ଡପ ନିକଟରେ ପୂରୋହିତ ପବିତ୍ର କୁମାର ଦାଶ ,ସର୍ବେର୍ଶ୍ଵର ଦାଶ, ଶିବପ୍ରସାଦ ତ୍ରିପାଠୀ ପୂଜାର୍ଚ୍ଚନା କରିସାରିବା ପରେ ମା" ଦୃଗାଙ୍କ ମାଟି ଚଟୁଆ ବିଶ୍ଵନାଥଙ୍କ ମନ୍ଦିରରେ ରଖାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ନୀତିନିୟମ ଅନୁସାରେ ଚଟୁଆ ବିଶ୍ଵନାଥଙ୍କ ମନ୍ଦିରର ପୂଜକ ପଣ୍ଡିତ ରଞ୍ଜନ କୁମାର ଦାଶ ମା" ଦୃଗାଙ୍କର ମାଟି ପୂଜା ଦୃଗା ସପ୍ତମୀ ପର୍ଯ୍ୟନ୍ତ ପୂଜା କରିଥାନ୍ତି। ମା" ଦୃଗାଙ୍କର ମାଟି ପୂଜା କାର୍ଯ୍ୟକ୍ରମକୁ ଦୃଗାତ୍ସବ କମିଟିର ସଭାପତି ମନୋଜ କୁମାର ମହାନ୍ତି , ଉପ ସଭାପତି ଭରତ ଚନ୍ଦ୍ର ବରାଳ , ସଂପାଦକ ବସନ୍ତ କୁମାର ନାୟକ,ସହ ସଂପାଦକ ଅକ୍ଷୟ ସ୍ୱାଇଁ, ପୃବତନ ସଂପାଦକ ଅଂଶୁମାନ ମିଶ୍ର , ଅନିଲ କୁମାର ସାମନ୍ତରାୟ , ଗୋଲଖ ଚନ୍ଦ୍ର ପ୍ରଧାନ ,ସୁଧାକର ବିଶ୍ଵାଳ , ଜଗବନ୍ଧୁ ପାଳ, ଗଜେନ୍ଦ୍ର ନାଥ ଦାସ, ନୃସିଂହ ପ୍ରଧାନ, କୈଳାସ ମହାପାତ୍ର, କଳ୍ପତରୁ ବିଶ୍ଵାଳ, ସୁମନ୍ତ ବାରିକ,ଶୁଭକାନ୍ତ ନାୟକଙ୍କ ସମେତ ଚଟୁଆ ଦୃଗାତ୍ସବ କମିଟିର ମେମ୍ବର ମାନେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ ।
Article Image
1