ଢେ଼ଙ୍କାନାଳ, 15/08/2025, ଉତ୍କଳ voice news - utkalvoicenews.com( ଶୁଭମ୍ ପାଣି ଙ୍କ ରିପୋର୍ଟ ) 👉🏻
ଢେ଼ଙ୍କାନାଳ ସୁପର ଟାଇଗର କ୍ଲବ୍ ଟାଉନ ପ୍ଲାନୀଙ୍ଗି ଛକ, ଆଜି ପବିତ୍ର ସ୍ୱାଧୀନତା ଦିବସ ଓ ଜନ୍ମାଷ୍ଟମୀ ରେ 33 ତମ ଗଣେଶ ପୂଜା ପାଇଁ ଆଜି ସ୍ଥାନୀୟ କମଗରା ଘାଟରୁ ପୂଜା ଅର୍ଚ୍ଚନା କରି ମାଟି ଅନୁକୂଳ କରାଯାଇ। ସହର ପରିକ୍ରମା କରାଯାଇ ଅଣା ଯାଇଥିଲା। ପୂଜକ ଭାରତ ଭୂଷଣ ରଥ ,କର୍ତ୍ତା ଦୁଷ୍ମନ୍ତ ବେହେରା ,ସଭାପତି ସାଗର ବେହେରା, ସମ୍ପାଦକ ପ୍ରଭାସ ଓଝା ଓ କବ୍ଲ ର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତି ରେ ଏହି ମାଟି ଅନୁକୂଳ କରାଯାଇ ଥିଲା।