ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*କାଙ୍କଡପାଳ ଗ୍ରାମରେ ଦଶମ ବାର୍ଷିକ ନନ୍ଦଉତ୍ସବ*

ଢେଙ୍କାନାଳ, 16/08/2025, ଉତ୍କଳ voice news - utkalvoicenews.com( ଶୁଭମ୍ ପାଣି ଙ୍କ ରିପୋର୍ଟ ) 👉🏻
Article Image
ସଦର ବ୍ଲକ୍ ଅନ୍ତର୍ଗତ କାଙ୍କଡପାଳ ଗ୍ରାମରେ ଶ୍ରୀ ଶ୍ରୀ ରାଧାକୃଷ୍ଣଜୀଉ ମନ୍ଦିରରେ ଗତକାଲି ଜନ୍ମାଷ୍ଟମୀ ମହାସାରୋହରେ ପାଳିତ ହୋଇଯାଇଅଛି। ଅଦ୍ୟ ନନ୍ଦୋତ୍ସବ ପାଳନ କରାଯାଇ ନନ୍ଦରାଜା ଅର୍ଜୁନ ଦାସ, ନନ୍ଦରାଣୀ କବିନ ଦାସଙ୍କ ସହିତ ଛୋଟପିଲାମାନେ କୃଷ୍ଣ, ବଳରାମ, ସୁଦାମ, ଚନ୍ଦ୍ରସେଣା, ଗୋପାଳ ଭାଇ ବେଶରେ ସଜେଇ ହୋଇ ସଂକୀର୍ତନ ମଣ୍ଡଳୀ ଦ୍ୱାରା ଗ୍ରାମ ପରିକ୍ରମା କରାଯାଇଥିଲା । ସଂଧ୍ୟା ସମୟରେ ପ୍ରସାଦସେବନ କରାଯାଇ ଉତ୍ସବ ସମାପନ କରାଯାଇଥିଲା । ଗ୍ରାମର ସଭାପତି ଚନ୍ଦନ ମହାନ୍ତି, ସଂପାଦକ ପୁରୁଷୋତମ ଦାସ ଓ ଗ୍ରାମବାସୀଙ୍କ ଦ୍ବାରା କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯାଇଥୁଲା । ପ୍ରତିବର୍ଷ ଏହି ଉତ୍ସବକୁ ଖୁବ୍ ଆନନ୍ଦର ସହ ପାଳନ କରିଆସୁଅଛନ୍ତି ।
1